ନିର୍ବାଚନ କୁ ଆଖି ଆଗରେ ରଖି ବୈଦେଶ୍ଵର ପୋଲିସ ର ଫ୍ଲାଗ ମାର୍ଚ୍ଚ।

ବାଙ୍କୀ ,୨୧/୩/୨୦୨୪(ଧନୁଷଏକ୍ସପ୍ରେସ ବ୍ୟୁରେ): ବାଙ୍କୀ ନିକଟସ୍ଥ  ବୈଦେଶ୍ଵର ଥାନା ପକ୍ଷରୁ ଏକ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

ଏହି ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମହାପାତ୍ର, ବୈଦେଶ୍ଵର ଥାନା ଅଧିକାରୀ ପ୍ରିୟଦର୍ଶନ ସେଠି, ବୈଦେଶ୍ଵର ଥାନାର କାର୍ଯ୍ୟରତ ଅଧିକାରୀ ଙ୍କ ସମେତ ବାହାରୁ ଆସିଥିବା ପ୍ଲାଟୁନ ଫୋର୍ସ ମାନେ ଏହି ଫ୍ଲାଗ ମାର୍ଚ୍ଚ କାର୍ଯ୍ୟରେ ଯୋଗ ଦେଇଥିଲେ। ବୈଦେଶ୍ଵର ବଜାର ପରିକ୍ରମା କରି ଟି ସେତୁ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ ର କାର୍ଯ୍ୟକ୍ରମ ରେ ଚାଲି ଚାଲି ଲୋକଙ୍କୁ ସଚେତନତା ଜାରି ରଖିଥିଲେ।
ବୈଦେଶ୍ଵର ଥାନାଧିକାରୀ ପ୍ରିୟଦର୍ଶନ ସେଠି। ନିର୍ବାଚନ କଟକଣା କିପରି ଲାଗୁ କରାଯାଏ ସେ ଦିଗରେ ଆୱାରନେସ କାର୍ଯ୍ୟକ୍ରମ କରାଯାଇଥିବା ନେଇ ଶ୍ରୀ ସେଠି ସୂଚନା ଦେଇଛନ୍ତି।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।