ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।
ବାଙ୍କୀ ୧୬/୫ : ଜିଲ୍ଲା ବାଙ୍କୀ ଗୋପାଳ ପୁର ଗ୍ରାମ ପଞ୍ଚାୟତ ରେ ଥିବା ସେବା ସମବାୟ ସମିତି ରେ ଥିବା ରବି ଧାନ ଫସଲ ର ମଣ୍ଡି ପାଇଁ ପଞ୍ଜୀକୃତ କରିଥିବା ଚାଷୀ ସେବା ସମବାୟ ସମିତି ରେ ଧନ ଦବା ପାଇଁ ଆଶା ପ୍ରକଟ କରିଛନ୍ତି ।
ଚଳିତ ବର୍ଷ ୨୦୨୫ର ରବିଧାନ ମଣ୍ଡି ଆରମ୍ୱ ହୋଇଛି ,।ପୂଜା ଅର୍ଚ୍ଚନା କରି ବାଙ୍କି ର ବିଧାୟକ ଶ୍ରୀଯୁକ୍ତ ଦେବିରଞ୍ଜନ ତ୍ରିପାଠୀ ଙ୍କ ଦ୍ଵାରା ଉଦ୍ଘାଟନ ଆରମ୍ଭ ହୋଇଥିଲା ମଣ୍ଡି ।
ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଉନ୍ନତ ମାନର ଧାନ ଦବା ସହିତ ୩୧୦୦ ଟଙ୍କା ପାଇବା ପାଇଁ ଆଶା ରଖିଛନ୍ତି ,ବହୁ ବିଳମ୍ବ ରେ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା।
ସମବାୟ ସମିତି ର ସଭାପତି, ଓ ଡାଇରେକ୍ଟର , ସମିତି ର ସମ୍ପାଦକ ସମବାୟ ସମିତି ର ସମ୍ପାଦକ ସମସ୍ତ ସଭ୍ୟ ଚାଷୀ ଉପସ୍ଥିତ ରହି ଆରମ୍ୱ ହୋଇଥିଲା ଏ ବର୍ଷ ର ପ୍ରଥମ ରବି ମଣ୍ଡି ।
ରାଜେଶ୍ କୁମାର ସାହୁ, କଟକ ବ୍ୟୁରୋ
( ଧନୁଷ ଏକ୍ସପ୍ରେସ)
Comments
Post a Comment