ଫତେଗଡ ରାମ ମନ୍ଦିରରୁ ଚୋରି ।
ନୟାଗଡ଼ (୨୦/୩/୨୦୨୪):ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ପାହାଡ଼ ଉପରେ ନବନିର୍ମିତ ରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦାନ ବାକ୍ସରୁ ଦୂର୍ବୁତ୍ତ ମାନେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଚୋରି କରିଛନ୍ତି , ଘଟଣା ସ୍ଥଳରେ ଫତେଗଡ ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି।
Comments
Post a Comment