କାମରେ ଆସୁନି ଧାନ ଖଳା ମଣ୍ଡପ, ସରକାରୀ ଅର୍ଥ ଅପବ୍ୟବହାର।

ବଡ଼ମ୍ବା (ଧନୁଷ ଏକ୍ସପ୍ରେସ ବ୍ୟୁରୋ,୨୫/୩/୨୦୨୪): ଚାଷୀ ମାନଙ୍କ କଷ୍ଟ ଉପାର୍ଜିତ ଫସଲ କୁ ସୁରକ୍ଷିତ ରଖିବା ପାଇଁ ପ୍ରତି ପଞ୍ଚାୟତ ଗୁଡ଼ିକ ରେ ଧାନ ଖଳା ପାଇଁ ଅର୍ଥ ପ୍ରଦାନ କରାଯାଇଥିଲା। ପ୍ରକୃତ ରେ ଏହି ଖଳା କେତେ କାମରେ ଆସୁଛି ଦେଖାନ୍ତୁ ଏହାର ବାସ୍ତବ ଦୃଶ୍ୟ।

ଧାନ ଖଳା ଟି ରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଜଳଜଳ ଦିଶୁଅଛି। ଧାନ ଖଳା ଟିବଡ଼ମ୍ବା ବ୍ଲକ୍ ମୁଗଗହିର ଗ୍ରାମ ପଞ୍ଚାୟତ ରେ ନିର୍ମାଣ କରାଯାଇଛି। ଯାହାକି ତୁଣପୁର ରୁ ଦିନିଆରୀ ଯିବା ବାଟରେ ଏକ ଛୋଟ ପୋଲ ପାଖରେ ନିର୍ମାଣ କରାଯାଇଛି। ଫଳକ ଟି ଭାଙ୍ଗି ଯାଇଛି। ଫଳକ ରେ କାର୍ଯ୍ୟ ଆରମ୍ଭ ତା ୧୫/୫/୨୦୨୩ ଲେଖା ଯାଇଅଛି। ଏହା ଆର୍ଥିକ ବର୍ଷ ୨୨୦-୨୩ ଲେଖା ଯାଇଛି। ହେଲେ ଚାଷୀଙ୍କ କାମରେ ଆସୁନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ ହୋଇନାହିଁ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।