ଆଗାମୀ ୪ ଦିନ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ଆଶଙ୍କା ।

ବଜ୍ରପାତ ସହ ଝଡ଼ବର୍ଷା ନେଇ ସତର୍କତା ଜାରି 



👉ମାର୍ଚ ୧୯ରେ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
👉ଅନ୍ୟ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
👉୪୦ରୁ ୫୦ କିମି ବେଗରେ ପବନ ସହ କୁଆପଥର ବର୍ଷା ସମ୍ଭାବନା
👉୨୦ରେ କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳକୁ ଅରେଞ୍ଜ ଆଲର୍ଟ
👉୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ, ୨ରୁ ୪ ଡିଗ୍ରୀ ଯାଏ କମିବ ତାତି
👉କିଛି ସ୍ଥାନରେ ୩୯ ଡିଗ୍ରୀ ଯାଏ ରହିପାରେ ତାପମାତ୍ରା

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।