ନବ ନିର୍ମିତ ଡାକ୍ତର ଖାନା, ଲାଇନ୍ କଟିଲେ ଚିକିତ୍ସା ଠବ।



କଟକ,   ୨୦/୩(ଧନୁଷ ଏକ୍ସପ୍ରେସ, ବି.ରୋ.):ଏ ହେଉଛି ଆମ ନରସିଂହପୁର ମେଡିକାଲ୍ 

ଗତ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏବଂ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଫଳକ ମାଧ୍ଯମରେ ଉଦଘାଟନ କରିଥଲେ। ହେଲେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମୋ ମେଡିକାଲ୍ ରୂପାନ୍ତକରଣ ର ବାସ୍ତବ ଚିତ୍ର ଲାଇନ୍ କଟିଲେ ଚିକିତ୍ସା ସେବା ବନ୍ଦ...

ଏମିତି ଆମ ରୂପାନ୍ତରିତ ମେଡିକାଲ୍ ଅବସ୍ଥା ଲାଇନ୍ ନଥିବାରୁ ଏକ ଘଣ୍ଟା ହେଲାଣି ଅଧା ଚିକିତ୍ସା ରେ ଅଛନ୍ତି ରୋଗୀ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।