ରାଜନୈତିକ ହୁଡ଼ିଂ କିମ୍ବା ବ୍ୟାନର ହଟାଇବା ବଡ଼ମ୍ବା ପ୍ରଶାସନ ର ନିର୍ବାଚନୀ ଉଲଂଘନ।
ବଡ଼ମ୍ବା, ୨୧/୩/୨୪( ଧନୁଷ ଏକ୍ସପ୍ରେସ ବ୍ୟୁରୋ): ବଡମ୍ବା ବ୍ଲକ ଅନ୍ତର୍ଗତ ପରଜାପଡ଼ା ପଞ୍ଚାୟତ ଦେଉଳି ଗ୍ରାମରେ ଲାଗିଥିବା ହୋଡିଂ କୁ ବଡ଼ମ୍ବା ବ୍ଲକ ପ୍ରଶାସନ ଆବଧ କରିବା ପରିବର୍ତ୍ତେ ଖୋଲା ରଖି ନିର୍ବାଚନ ଆଚରଣ ବିଧି କୁ ଖୋଲା ଖୋଲି ଉଲଂଘନ ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ ଯେ ଦେଉଳି ଗ୍ରାମ ଭିତରେ ଲାଗିଥିବା ପ୍ରଧାନମନ୍ତ୍ରୀ ଙ୍କ ଜନ କଲ୍ୟାଣ ହୋଡିଂ କୁ ଆବଧ କରିବାରେ ପ୍ରଶାସନ ଅଚଳ।
Comments
Post a Comment