ଲକି ଡ୍ର ମାଧ୍ୟରେରେ ମୋବାଇଲ୍ ଫୋନ୍ ଜିତିଲେ ବିଦ୍ୟୁତ୍ ଉପଭୋକ୍ତା ।
ଧନୁଷ ଏକ୍ସପ୍ରେସ ଵ୍ୟୁ.ରେ.ନରସିଂହପୁର(୨୫/୩/୨୪): କୌଣସି ବକେୟା ରାଶି ନଥିବା ବିଦ୍ୟୁତ୍ ଉପଭୋକ୍ତା ଙ୍କୁ ନେଇ ଆଠାଗଡ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ନେଇ ହୋଇଥିବା ଲକି ଡ୍ର ରେ ନରସିଂହପୁର ପାଇକ ପଡ଼ା ପାଟଣା ଅଞ୍ଚଳର ଆଲୋକ ସେଠୀ ବିଜେତା ହୋଇଛନ୍ତି। ତାଙ୍କୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଆଠଗଡ ଡିଭିଜନ କାର୍ଯ୍ୟଳୟ ରେ ଗୋଟିଏ ୧୨ ହଜାର ଟଙ୍କାର ସ୍ମାର୍ଟ ଫୋନ୍ ପୁରସ୍କୃତ କରାଯାଇଛି।ପ୍ରତି ମାସରେ ନିୟମିତ ବିଦ୍ୟୁତ୍ ବିଲ୍ ପୈଠ କରି ଲକି ଡ୍ର ଯୋଜନାରେ ସାମିଲ୍ ହୋଇ ଏହାର ବିଦ୍ୟୁତ୍ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।।
Comments
Post a Comment