ବିଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ ବଡ଼ମ୍ବା ବ୍ଲକ୍ ର ଅନେକ ଗାଁ।

ଧନୁଷ ଏକ୍ସପ୍ରେସ (୩୦/୦୩/୨୪, ବ୍ୟୁରୋ): କଟକ ବଡ଼ମ୍ବା ବ୍ଲକ୍ ର ଅନେକ ଗାଁ ଗୁଡ଼ିକରେ ପହଞ୍ଚି ପାରିନି ବିଶୁଦ୍ଧ ପାନୀୟ। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବଡ଼ମ୍ବା - ନରସିଂହପୁର ରେ L/T କୁ କାର୍ଯ୍ୟ କରିବା ପାଇଁ ଦିଆଯାଇଥିବା ବେଳେ  ଆଜି ବି ଅନେକ ଗାଁ ରେ ପହଞ୍ଚି ପାରିନି ବିଶୁଦ୍ଧ ଜଳ। ବିଭିନ୍ନ ଗାଁ ଗୁଡିକ ରେ ପାଣି ପାଇପି ବସାଯାଇଛି ହେଲେ କେଉଁଠି ପାଇପୀ ଫାଟି ରାସ୍ତା ରେ ପାଣି ଚାଲୁଛି ତ କେଉଁଠି ପାଣି ଟ୍ୟାପ ରେ ପାଣି ଆସୁନାହିଁ। ପାଣି ପାଇପ ଟ୍ୟାପ୍ ନିମ୍ନ ମାନର ହୋଇଥିବାରୁ ତାହା ନଷ୍ଟ ହେବାକୁ ବସିଲାଣି। ବର୍ତ୍ତମାନ ଖରାଦିନ ହୋଇଥିବାରୁ ପାଣି ସମସ୍ୟା ଲୋକଙ୍କୁ କଲବଲ କଲାଣି। କେବେ ବଡ଼ମ୍ବା ବ୍ଳକ୍ ବିଭିନ୍ନ ଗାଁ ଗୁଡିକୁ ସଠିକ୍ ରୂପେ ପାଣି ପହଞ୍ଚିବ ତାହା ର ସଠିକ୍ ଖବର କାହା ପାଖରେ ନାହିଁ। 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।