ଆଶୁତୋଷ ପ୍ରଧାନ କୁ ଗ୍ରାମବାସୀ ତରଫରୁ ଭବ୍ୟ ସ୍ଵାଗତ।
ନରସିଂହପୁର,୨୧/୩/୨୦୨୪(ଧନୁଷ ଏକ୍ସପ୍ରେସ ବ୍ୟୁ.ରୋ.):କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଧୀନ ଲେହେଁଙ୍ଗ ଗ୍ରାମର ବିରଞ୍ଚି ପ୍ରଧାନ(ବୁଦ୍ଧିଆ)ଙ୍କ ପୁଅ ଆଶୁତୋଷ ପ୍ରଧାନ ଓଡ଼ିଶା ଉପକନିଷ୍ଠ ବାଳକ କବାଡି ଦଳରେ ବିହାର ଗସ୍ତରେ ଯାଇଥିଲେ।ଆଜି ସେ ତାଙ୍କର ଘରକୁ ଫେରିବା ପରେ ଗ୍ରାମ ବାସୀଙ୍କ ତରଫରୁ ତାଙ୍କୁ ଭଵ୍ୟ ସ୍ୱାଗତ କରାଯାଇଛି।
Comments
Post a Comment