କଟକ ନରସିଂହପୁର ପୁରୁଷତ୍ତମପୁର ଗ୍ରାମର ଜ୍ଞାନ ରଞ୍ଜନ ପଣ୍ଡା ନିଖୋଜ।

କଟକ(ନରସିଂହପୁର)୧୭/୩ : ନରସିଂହପୁର ଥାନା ଅନ୍ତର୍ଗତ ପୁରୁଷତ୍ତମପୁର ଗ୍ରାମର ଯୁବକ ଜ୍ଞାନ ରଞ୍ଜନ ପଣ୍ଡା ୧୯ ବର୍ଷ ଗତକାଲି ସଂଧ୍ୟା ୮:୪୦ ରୁ ଭୁବନେଶ୍ୱର ଅଶୋକ ନଗର ରୁ କେଉଁଆଡେ ନିଖୋଜ ହୋଇ ଯାଇଥିବା ନେଇ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ସମସ୍ତେ ସହ ଯୋଗ କରିବା, ଆଗକୁ ବଢିବା।

 ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ତାହେଲେ 9937673504 ଏହି ନମ୍ବର୍ କିମ୍ବା ନିକଟସ୍ଥ ଥାନା ରେ ଜଣାଇବା ପାଇଁ ଅନୁରୋଧ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।