ବଡ଼ମ୍ବା କପିଳେଶ୍ୱର ଦେବ ପୀଠ ରୁ ହଟିନି ସରକାରୀ ହୋଡିଙ୍ଗ।

ବଡ଼ମ୍ବା,୨୧/୩(ଧନୁଷ ଏକ୍ସପ୍ରେସ ବି.ରୋ.): କଟକ ବଡ଼ମ୍ବା ପରଜାପଡ଼ା ଗ୍ରାମ ପଞ୍ଚାୟତ କପିଳେଶ୍ୱର ଦେବ ପୀଠ ସମ୍ମୁଖ ରେ ଲାଗିଛି ସରକାରୀ ହୋଡିଂ। ଗତ ୧୬ ତାରିଖ ରୁ ରାଜ୍ୟ ରେ ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ କପିଳେଶ୍ୱର ମହାଦେବ ପୀଠ ରୁ ହଟିନି ସରକାରୀ ହୋଡିଂ। ଦେଖନ୍ତୁ ଏହାର ଦୃଶ୍ୟ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।