ନିର୍ବାଚନ ଆଚରବିଧି ଲାଗୁ ହେବା ପରେ ନରସିଂହପୁର କ୍ଲବ ଛକ ରୁ ହଟିଲା ଦଳୀୟ ବ୍ୟାନର ଗେଟ୍ ହଟିବ କେବେ ?

କଟକ (ନରସିଂହପୁର):୧୭/୩ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନରସିଂହପୁର ପ୍ରଶାସନ ପକ୍ଷରୁ ବିଜେଡି, ବିଜେପି, କଂଗ୍ରେସ ଦଳ ଓ ସରକାରୀ ବିଜ୍ଞାପନ ବ୍ୟାନର  ଚିରାଯାଉଛି। ହେଲେ ବଡ଼ ବଡ଼ ତୋରଣ ପ୍ରଶାସନ କାହିଁକି ଉଠାଉନି ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ତୁରନ୍ତ ଏ ବାଉଁଶ ତୋରଣ ହଟା ଯାଉ। ନରସିଂହପୁର ଟାଉନ ର ମୁଖ୍ୟ ସ୍ଥାନ ହେଉଛି କ୍ଲବ୍ ଛକ। ଦୁଇ ଦୁଇ ଟି ତୋରଣ ଲାଗି ପ୍ରତ୍ୟେକ ସମୟରେ ଗାଡି ଜାମ ହେଉଛି। ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ।ତହସିଲଦାର ଏ ଦିଗରେ ଧ୍ୟାନ ଦିଅନ୍ତୁ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।