ବିଜେପି ଛାଡ଼ିଲେ ପ୍ରକାଶ ବେହେରା।
ଧନୁଷ ଏକ୍ସପ୍ରେସ ବ୍ୟୁରୋ,୨୯/୩/୨୦୨୪, କଟକ: ବିଜେପି ଛାଡ଼ିଲେ ପ୍ରକାଶ ବେହେରା।ଦଳର ପ୍ରାଥମିକ ସଦସ୍ୟ ପଦରୁ ପ୍ରକାଶଙ୍କ ଇସ୍ତଫା।
ରାଜ୍ୟ ବିଜେପି ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର।କଟକର ଜିଲ୍ଲା ବିଜେପି ସଭାପତି ଥିଲେ ପ୍ରକାଶ ବେହେରା।ପ୍ରକାଶ ବିଜେଡିରେ ମିଶିବା ନେଇ ହେଉଛି ଚର୍ଚ୍ଚା।
Comments
Post a Comment