ବଡ଼ମ୍ବା ସୁନପାଳ ନିକଟରେ ସଡ଼କ ଦୁର୍ଘଟଣା।

ଧନୁଷ ଏକ୍ସପ୍ରେସ ବ୍ୟରୋ (୨୫/୩/୨୦୨୪) ବଡ଼ମ୍ବା:ବଡମ୍ବା ବ୍ଲକ ଅନ୍ତର୍ଗତ ମାଆ ଭଟ୍ଟାରିକା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା କାର।
 ବଡମ୍ବା ଥାନା ଅଧିନ ସୁନାପାଳ ଗଣେଶ ମନ୍ଦିର ନିକଟରେ କାର ଓଲଟି ଦୁର୍ଘଟଣା ଘଟିଛି। କାର ରେ ୯ ଜଣ ଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। 
ସମସ୍ତେ ଭୁବନେଶ୍ୱର ରୁ ବଡମ୍ବା ଭଟ୍ଟାରିକା ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ତେବେ କାର ର ଯାନ୍ତ୍ରିକ ତ୍ରୁଟି ହେତୁ କାର ଦୁର୍ଘଟଣା ହୋଇଥିବା ଚାଳକ କହିଛନ୍ତି।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।