୮୭ ନିର୍ବାଚନ ମଣ୍ଡଳୀ BJP ର ନୂତନ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ରାଜ୍ୟ ନେତୃମଣ୍ଡଳ ପାଖେ ଅଭିଯୋଗ

ଧନୁଷ ଏକ୍ସପ୍ରେସ ବ୍ୟୁରୋ: ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ର ଜିଲ୍ଲା ପଦାଧିକାରୀ କଟକ ଜିଲ୍ଲା ଉପ ସଭାପତି ବିଭୁଦତ୍ତ ପଟ୍ଟନାୟକ, ବଡ଼ମ୍ବା ବିଧାନସଭା
 ସଂଜଯୋକ ମନୋଜ କୁମାର ପଣ୍ଡା ଙ୍କ ସହିତ ସମସ୍ତ ମଣ୍ଡଳ ସଭାପତି,ଯୁବ ମୋର୍ଚ୍ଚା ସଭାପତି ଙ୍କ ସମେତ ସମସ୍ତ ମଣ୍ଡଳ, ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା,ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଆଜି ରାଜ୍ୟ କାର୍ଯ୍ୟାଳୟ ରେ ରାଜ୍ୟ ସଭାପତି ମନମୋହନ ସାମଲ ,ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର୍ ,ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଙ୍କୁ ଦାବିପତ୍ର ଦେଇ ଜଣାଇଦେଇଗଲା ଯେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ  ପାର୍ଥୀ ହୋଇଥିବା ସମ୍ବିତ ତ୍ରିପାଠୀ ଜଣେ ଅଯୋଗ୍ୟ ପ୍ରାର୍ଥୀ। ତାଙ୍କର କୌଣସି ସଂଗଠନ ନାହିଁ ଭାରତୀୟ ଜନତା ପାର୍ଟି ସଂଗଠନ ପାଇଁ ଅଜଣା ବ୍ୟକ୍ତି ଅଟନ୍ତି । ଯିଏକି ବିଜେଡି ବିଧାୟକ ଦେବୀ ମିଶ୍ର ଙ୍କ ସହ ସଂଶ୍ଲିଷ୍ଟ ଥିବା ବ୍ୟକ୍ତି ମାନଙ୍କୁ ଧରି ବୁଲୁଛନ୍ତି । ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ଆପଣ ଦେଇଥିବା ପାର୍ଥିତ୍ଵ ପୁନର୍ବିଚାର କରିବା ପାଇଁ ଆଜି ରାଜ୍ୟ ନେତୃ ମଣ୍ଡଳୀ ଙ୍କ ପାଖେ ଅଭିଯୋଗ ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।