ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କୁ ପ୍ରଣାମ କରି ସପ୍ତମ ଥର ନର୍ବାଚନ ପ୍ରାର୍ଥୀ ରୂପେ ଦେବୀ ପ୍ରସାଦ ମିଶ୍ର।
ବଡ଼ମ୍ବା: କଟକ ବଡମ୍ବା ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କର ଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର। ଏଣେ ବିଜେପି ଓ କଂଗ୍ରେସ ର ପ୍ରାର୍ଥୀ ଘୋଷଣା ହୋଇ ନଥିବା ସୂଚନା ମିଳିଛି।
Comments
Post a Comment