ସାପ କାମୁଡ଼ାର ୧୪ ବର୍ଷର ପୁଅର ମୃତ୍ୟୁ ପରେ ଚକ୍ଷୁଦାନ ।

ଧନୁଷ ଏକ୍ସପ୍ରେସ ବ୍ୟୁରୋ: -ସାପ କାମୁଡ଼ାର ୧୪ ବର୍ଷର ପୁଅର ମୃତ୍ୟୁ ପରେ ଚକ୍ଷୁଦାନ କଲେ ପରିବାର। ତେବେ 
ମୃତକ ପୁରୀ ସତ୍ୟବାଦୀ ଅଳିସପାଟଣା ଗାଁର ଓମ୍ ପ୍ରସାଦ।
ଚକ୍ଷୁଦାନ ପରେ ସ୍ବର୍ଗଦ୍ବାରରେ ପୁଅକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।#Dhanushexpress

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।