ନାମାଙ୍କନ ଦାଖଲ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । Get link Facebook X Pinterest Email Other Apps April 19, 2024 ଧନୁଷ ଏକ୍ସପ୍ରେସ ବ୍ୟୁରୋ: ଗୁଜରାଟର ଗାନ୍ଧିନଗର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉପସ୍ଥିିତ ଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ | Get link Facebook X Pinterest Email Other Apps Comments
୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ। June 26, 2025 ବାଙ୍କୀ (ଧନୁଷ ଏକ୍ସପ୍ରେସ):- କଟକ ଜିଲ୍ଲା ବାଙ୍କି ପୋଲିସକୁ ମିଳିଲା ବଡ଼ ସଫଳତା.ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଲେ ଏସ ଡ଼ି ପି ଓ ବାଳକୃଷ୍ଣ କଅଁର .ଚୋର ଗଂଜେଇ ଚାଲାଣ ଖବର ପାଇଁ ପୋଲିସ ପକ୍ଷରୁ ହୋଇଥିଲା ବାଙ୍କୀ ବରପୁଟ ଅଂଚଳ ରେ ଚଢ଼ାଉ। ଘଟଣା ସ୍ଥଳ ରୁ ୧ କୁଇଣ୍ଟାଲ ଚୋର ଗଂଜେଇ ପୋଲିସ ଜବତ କରିଥିବା ବେଳେ ୨ ଜଣ ବ୍ୟବସାୟୀ କୁ ପୋଲିସ କରିଛି ଗିରଫ। ସେମାନଙ୍କ ନିକଟରୁ ଗୋଟିଏ ମାରୁତି ଏଟିକା ଗାଡି ମଧ୍ୟ ହୋଇଛି ଜବତ. ପୂର୍ବ ରୁ ପୋଲିସ ପାଖରେ ରହିଥିଲା ଏହାର ଖବର. ଜବତ ଗଂଜେଇ ଭୁବନେଶ୍ୱର ଅଂଚଳ କୁ ହେଉଥିଲା ଚାଲାଣ.ଜବତ ଗାଡି ନମ୍ବର ରହିଛି OD 02L0863.ଏ ସବୁ ଗଂଜେଇ କନ୍ଧମାଳ ଅଂଚଳ ରୁ ଆସୁଥିଲା ବୋଲି ପୋଲିସ ସୂତ୍ର ରୁ ପ୍ରକାଶ। ଗିରଫ ଗଂଜେଇ ବ୍ୟବସାୟୀ ଙ୍କ ଘର ତିଗିରିଆ ଅଂଚଳ. ଜଣଙ୍କ ନାମ ଅଭିବୁଲା ଖାଁ (ଗାଣ୍ଡୁ. ଅନ୍ୟଜଣଙ୍କ ନାମ ଲିପୁନା ବେହେରା (ଲିପୁ )। ପୋଲିସ ପକ୍ଷରୁ କେଶ ନମ୍ବର 217/25 ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଇତିଶ୍ରୀ ସାହୁ, କଟକ ବ୍ୟୁରୋ ଧନୁଷ ଏକ୍ସପ୍ରେସ Read more
ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି । May 16, 2025 ବାଙ୍କୀ ୧୬/୫ : ଜିଲ୍ଲା ବାଙ୍କୀ ଗୋପାଳ ପୁର ଗ୍ରାମ ପଞ୍ଚାୟତ ରେ ଥିବା ସେବା ସମବାୟ ସମିତି ରେ ଥିବା ରବି ଧାନ ଫସଲ ର ମଣ୍ଡି ପାଇଁ ପଞ୍ଜୀକୃତ କରିଥିବା ଚାଷୀ ସେବା ସମବାୟ ସମିତି ରେ ଧନ ଦବା ପାଇଁ ଆଶା ପ୍ରକଟ କରିଛନ୍ତି । ଚଳିତ ବର୍ଷ ୨୦୨୫ର ରବିଧାନ ମଣ୍ଡି ଆରମ୍ୱ ହୋଇଛି ,।ପୂଜା ଅର୍ଚ୍ଚନା କରି ବାଙ୍କି ର ବିଧାୟକ ଶ୍ରୀଯୁକ୍ତ ଦେବିରଞ୍ଜନ ତ୍ରିପାଠୀ ଙ୍କ ଦ୍ଵାରା ଉଦ୍ଘାଟନ ଆରମ୍ଭ ହୋଇଥିଲା ମଣ୍ଡି । ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଉନ୍ନତ ମାନର ଧାନ ଦବା ସହିତ ୩୧୦୦ ଟଙ୍କା ପାଇବା ପାଇଁ ଆଶା ରଖିଛନ୍ତି ,ବହୁ ବିଳମ୍ବ ରେ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ସମବାୟ ସମିତି ର ସଭାପତି, ଓ ଡାଇରେକ୍ଟର , ସମିତି ର ସମ୍ପାଦକ ସମବାୟ ସମିତି ର ସମ୍ପାଦକ ସମସ୍ତ ସଭ୍ୟ ଚାଷୀ ଉପସ୍ଥିତ ରହି ଆରମ୍ୱ ହୋଇଥିଲା ଏ ବର୍ଷ ର ପ୍ରଥମ ରବି ମଣ୍ଡି । ସରକାରୀ ନିବନ୍ଧକ ସମବାୟ ସମିତି ସମୂହ ସୁରେନ୍ଦ୍ର କୁମାର ଜେନା ତଦାରଖ କରିଥିଲେ । ରାଜେଶ୍ କୁମାର ସାହୁ, କଟକ ବ୍ୟୁରୋ ( ଧନୁଷ ଏକ୍ସପ୍ରେସ) Read more
କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ। August 16, 2025 ଧନୁଷ ଏକ୍ସପ୍ରେସ, ଗଜପତି(ମନୋଜ କୁମାର ପାଢୀ) : ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ଠାରେ ବ୍ଲକ୍ ସ୍ତରୀୟ ନିଷ୍ଠା ସମତା ମୂଳକ ଓ ସମାବେଶୀ ତାଲିମ ଶିବିର ତା ୧୧-୦୮-୨୦୨୫ ରିଖ ଠାରୁ ତା ୧୬-୦୮-୨୦୨୫ ରିଖ ପର୍ଯ୍ୟନ୍ତ ପଞ୍ଚ ଦିବସ ବ୍ୟାପି ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏବଂ ରା ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳଙ୍କ ତତ୍ତ୍ୱାବଧାନ କ୍ରମେ ଉକ୍ତ କାର୍ଯକ୍ରମ ସଫଳତାର ସହ ସମାପନ ହୋଇଥିଲା। ଶିବିରର ପ୍ରଥମ ଦିବସରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ଵେହେରଦଳାଇ ଉଦଘାଟନ କରିବା ସହିତ ଗୋଷ୍ଠୀ ସାଧନ ଶିକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ, ଶ୍ରୀଯୁକ୍ତ ଅଭୟ କୁମାର ଦାସ, ପଙ୍କଜ ମଲ୍ଲିକ, ସୁବାସ ଚନ୍ଦ୍ର ପାଇକରାୟ ଓ ଯୋଗେଶ୍ୱର ମନ୍ଥରା ସମ୍ବଳ ସାଧନ କର୍ମୀ ଭାବରେ ତାଲିମ ପ୍ରଦାନ କରିଥିଲେ। ତାଲିମର ୨ୟ ପର୍ଯ୍ୟାୟରେ ୪୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାର ଶପଥ ଗ୍ରହଣ କରିଥିଲେ। ରା ଉଦୟଗିରି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଅଂଶ ଗ୍ର... Read more
Comments
Post a Comment