ବଡ଼ମ୍ବା - ନରସିଂହପୁର ନିର୍ବାଚନ ମଣ୍ଡଳୀରେ ବଢୁଛି ଦେବୀ ପ୍ରସାଦ ମିଶ୍ର ଙ୍କ କ୍ରେଜ।

ଧନୁଷ ଏକ୍ସପ୍ରେସ ବ୍ୟୁରୋ, ବଡ଼ମ୍ବା: ବଡ଼ମ୍ବା - ନରସିଂହପୁର ନିର୍ବାଚନ ମଣ୍ଡଳୀରେ ବଢୁଛି ପୂର୍ବତନ ମନ୍ତ୍ରୀ ତଥା  ବିଧାୟକ ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ଙ୍କ କ୍ରେକ। ସପ୍ତମ ଥର ପାଇଁ ନିର୍ବାଚନ ମାଇଦାନ କୁ ଓହ୍ଲାଇଥିବା ବିଧାୟକ  ଦେବୀ ପ୍ରସାଦ ମିଶ୍ର ଙ୍କୁ  ପ୍ରତି ପଞ୍ଚାୟତ ରେ ମିଳୁଛି ଭବ୍ୟ ସ୍ଵାଗତ। ଦେଖିବାକୁ ମିଳୁଛି ବିପୁଳ ଜନସମାଗମ। ସପ୍ତମ ଥର ପାଇଁ ନିଜ ଆସନ ବଜାଇ ରଖିବେ। ବିପକ୍ଷ ପାଟି କୁ କଡ଼ା ଟକର ଦେବେ। ଅସନ୍ତୁଷ୍ଟ କର୍ମୀ ଓ ବିଜେପିର  ନୂତନ ପ୍ରାର୍ଥୀ ଚୟନ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ି ପାରିବ ନାହିଁ। ଗତ ୨୦୧୯ ନିର୍ବାଚନ ଭୋଟ ବ୍ୟବଧାନ ଠାରୁ ୨୦୨୪  ନିର୍ବାଚନ ବିପୁଳ ଜନାଦେଶ ରେ ସପ୍ତମ ଥର ନିଜ ଆସନ ବଜାଇ ରଖିବେ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।