କଷି କିଆରୀ ଗ୍ରାମରେ ନିଆରା ପରମ୍ପରା, ମାନସିକ ଧାରୀ ଚାଲନ୍ତି ଝାମୁରେ।
ବଡ଼ମ୍ବା (ଧନୁଷ ଏକ୍ସପ୍ରେସ ବ୍ୟୁରୋ): କଟକ ଜିଲ୍ଲା ବଡ଼ମ୍ବା ବ୍ଳକ୍ ଠାରୁ ଦଶ କିଲୋମିଟର ଦୂରରେ ରହିଛି କଷି କିଆରୀ ଗ୍ରାମ ପଞ୍ଚାୟତ। ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମାରେ ମା ମଙ୍ଗଳା ଙ୍କ ପୀଠ ରେ ଝାମୁ ଯାତ୍ରା ଆରମ୍ଭ ହେଇଥାଏ। ମା ମଙ୍ଗଳା ଙ୍କ ନିକଟରେ ମାନସିକ ରଖି ତିନି ଦିନ ଉପବାସ ରହିଥାନ୍ତି ଭକ୍ତ । ବିଶ୍ୱାସ ରହିଛି ଯିଏ ଯେଉଁ ମାନସିକ ରଖି ମା ମଙ୍ଗଳା ଙ୍କ ଶରଣ ହୁଅନ୍ତି ତାଙ୍କର ମନ ସ୍କାମନା ପୁରଣ ହେଇଥାଏ। ସେ ମାନସିକ ବ୍ରତ ଧାରୀ ଭକ୍ତ ମାନେ ଝାମୁ ରେ ଚାଲନ୍ତି।
Comments
Post a Comment