ଆସନ୍ତା କାଲି ଓଡିଶା ଆସୁଛନ୍ତି ରାଉଳ ଗାନ୍ଧି।
ଧନୁଷ ଏକ୍ସପ୍ରେସ ବ୍ୟୁରୋ: ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବେ ରାହୁଲ ଗାନ୍ଧି।ଭୁବନେଶ୍ୱରରୁ ହେଲିକପ୍ଟରରେ ଯୋଗେ ସତ୍ୟଭାମାପୁର ଗସ୍ତ କରିବେ।
ସେଠାରେ ପହଞ୍ଚି ଉତ୍କଳ ଗୌରବ ମଧୁସୂଦନ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସାଲେପୁର ଯିବେ।୧୨ଟା ୪୫ରେ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ
#Dhanushexpress
Comments
Post a Comment