୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି।
ଧନୁଷ ଏକ୍ସପ୍ରେସ ବ୍ୟୁରୋ:୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
-ତେଲକୋଇରୁ ଫକୀର ମୋହନ ନାଏକ
-ଚମ୍ପୁଆରୁ ମୁରଲୀ ଶର୍ମା
-ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ
-ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
-ହିନ୍ଦୋଳ- ସୀମାରାଣୀ ନାଏକ
-ସାଲେପୁର- ଅରିନ୍ଦମ ରାୟ
-କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ
-ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ ।
#Dhanushexpress
Comments
Post a Comment