ଜଳୁଛି ଓଡ଼ିଶା ସାଢ଼େ ୨ଟା ସୁଦ୍ଧା ୪୩ ଟପିଲା ତାତି।
ଧନୁଷ ଏକ୍ସପ୍ରେସ ବ୍ୟୁରୋ:ଜଳୁଛି ଓଡ଼ିଶା, ସାଢ଼େ ୨ଟା ସୁଦ୍ଧା ୪୩ ଟପିଲା ତାତି।ସାଢ଼େ ୨ଟା ସୁଦ୍ଧା କେନ୍ଦୁଝର ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା।ଝାରସୁଗୁଡ଼ା ୪୩.୨, ସମ୍ବଲପୁର ୪୨.୭, ରାଉରକେଲା ୪୨.୬ ଡିଗ୍ରୀ।ହୀରାକୁଦ ୪୨.୬, ଚାନ୍ଦବାଲି ୪୧.୪, ଭୁବନେଶ୍ୱର ୪୦.୫ ଡିଗ୍ରୀ ।
Comments
Post a Comment