ଓଡିଶା ଡ୍ରାଇଭର ମହାସଂଘ ର ମହାନତା ।

ଧନୁଷ ଏକ୍ସପ୍ରେସ (ସୂର୍ଯ୍ୟକାନ୍ତ ଦଳାଇ) ଖୋର୍ଦ୍ଧା: ଓଡିଶା ଡ୍ରାଇଭର ମହାସଂଘ କେରଙ୍ଗ ଜିପି କେରଙ୍ଗ ଗ୍ରାମ ର ଜଣେ ଡ୍ରାଇଭର ଭାଇ କେରଙ୍ଗ ଗ୍ରାମର ଏକ ପାଞ୍ଚ ବର୍ଷ ର ନାବାଳକ କୁ ଅକସ୍ମାତ ରକ୍ତ ଦେବାକୁ ପଡିବାରୁ ଡ୍ରାଇଭର ଭାଇ ଜଣଙ୍କ କୁଆଡେ କିଛି ବିଚାର ନପାଇ କଥାଟିକୁ ଡ୍ରାଇଭର ମହାସଂଘ ଜିପି ରେ ଆଲୋଚନା କରାଇଥିଲେ ସେହି ଆଲୋଚନା ବେଳେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ ଅଧୀନରେ ଯାଉଥିବା ଓରବରସିଂହ ଜିପି ର ଜିତେନ୍ଦ୍ର ନାମକ ଏକ ଡ୍ରାଇଭର ଭାଇ ସେଠାରେ ଉପସ୍ଥିତ ଥିଲେ ସେହି ପିଲାଟିର କଥା ଶୁଣିବା ମାତ୍ରେ ଓରବରସିଂହ ଜିପି ର ଡ୍ରାଇଭର ଭାଇ ମାନଙ୍କ ସହିତ ଆଲୋଚନା କରିବା ପରେ ଡ୍ରାଇଭର ଭାଇମାନଙ୍କ ମଧ୍ୟରୁ ଆଉ ଜଣେ ଡ୍ରାଇଭର ଭାଇ ତେନ୍ତୁମୂଳ ନିବାସୀ ଆଶିଷ ପ୍ରଧାନ କହିଲେ ହଁ ମୋର AB+ ମୁଁ ରକ୍ତ ଦାନ କରିବାକୁ ଚାହୁଁଚି ସେ ମଧ୍ୟ ଜିତୁଭାଇ ଙ୍କ ସହିତ ଯାଇ ପିଲାଟିକୁ ଖୋର୍ଦ୍ଧା ସରକାରୀ ବଡମେଡିକାଲ ରେ ରକ୍ତ ଦାନ କରିଥିଲେ ଏବଂ ପିଲାଟି ମୃତ୍ୟୁ ମୁଖ ରୁ ବର୍ତ୍ତୀ ଯାଇଥିଲା ଡ୍ରାଇଭର ଭାଇ ମାନକଙ୍କର ଏହି ମହାନତା ଗୁଣ ଦେଖି ପିଲାଟିର ବାପା ମା ଓରବରସିଂହ ଜିପି ର ଆଶିଷ ଭାଇ ଓ ଜିତୁ ଭାଇ ଙ୍କୁ ଆଶ୍ରିବାଦ କରିଥିଲେ ଓ ଓଡିଶା ଡ୍ରାଇଭର ମହାସଂଘ କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏ ମହାନ କାମପାଇଁ ଆମ ନିୟୁଜ ପରିବାର ତରଫରୁ ଓଡିଶା ଡ୍ରାଇଭର ମହାସଂଘ କୁ ଅଶେଷ ଅଶେଷ ଧନ୍ୟବାଦ ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।