ଅଦିନିଆ କୁଆପଥର ବର୍ଷା ର ପ୍ରଭାବ ଉଜୁଡି ଗଲା ଚାଷୀ ଙ୍କ ସୁନାର ଫସଲ କ୍ଷତିପୂରଣ ସହାୟତା ପାଇଁ ଦାବି।
ଧନୁଷ ଏକ୍ସପ୍ରେସ ବ୍ୟୁରୋ ବାଙ୍କୀ:ଗତକାଲି କାଳବୈଶାଖୀ ର ପ୍ରଭାବରେ ପ୍ରଭାବିତ ହୋଇଛି କଟକ ଜିଲ୍ଲାର ବାଙ୍କୀ ଗୋପାଳପୁର ପଞ୍ଚାୟତ ଅଂଚଳର ଧାନ ଫସଲ। ଝଡ଼ ତୋଫାନ ସାଙ୍ଗକୁ କୁଆ ପଥର ବର୍ଷା ଯୋଗୁ ଉଜୁଡି ଯାଇଛି ଚାଷୀ ର ସୁନାର
ଧାନ .ଅମଳ ପାଇଁ ଆଜି ଚାଷୀ ଦିନ ଧର୍ଯ୍ୟ କରିଥିବା ବେଳେ ଏବେ କୁଆ ପଥର ବର୍ଷା ମାଡ ରେ ଉଜୁଡି ଯାଉଛି ଚାଷୀ ର ସୁନାର ଫସଲ.
Comments
Post a Comment