ଧର୍ମ ପରାୟଣ ମହିଳା ତଥା ସରପଞ୍ଚଙ୍କ ମାତୃ ବିୟୋଗ।

ଖୋର୍ଦ୍ଧା (୧୮/୬):ଓରବରସିଂ ପଞ୍ଚାୟତର  ସରପଞ୍ଚ ଶାଗରିକା ରାଟ ସିଂହଙ୍କର ମାତୃଦେଵୀ ପାର୍ବତୀ ରାଟ ସିଂହ ଙ୍କର ୮୦ ବର୍ଷ ବୟସରେ ଆଦ୍ୟ  ଦିବା ୧୧ଘ. ସମୟରେ ପରଲୋକ ଘଟିଛି l ପଞ୍ଚାୟତର ସମସ୍ତ ସାଥି ଓ ଜନସାଧାରଣ ଶୋକାକୁଳ ପରିବେଶରେ ଅମର ଆତ୍ମାର ସଦଗତି କାମନା କରିଥିଲେ l ତାଙ୍କର ପୁତ୍ର ଯୁବ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ସଞ୍ଜୟ ରାଟ ସିଂହ, କାଳୁ ବଳିୟାରସିଂହ, ଅଜୟ ଜଗଦେବ,ଚିନ୍ତାମଣି ବଳିୟାରସିଂହ, ଶଶୀ ଭୂଷଣ ବଳିୟାରସିଂହ, କଣାସ ବ୍ଲକ ଅଧକ୍ଷା ପ୍ରଭାତୀ ରାଉତ ଓ ପୂର୍ବତନ କଣାସ ବ୍ଲକ ଅଧକ୍ଷ ସୁଶୀଲ ରାଉତ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ରହି ଅନ୍ତେଷ୍ଟି କ୍ରିୟା ସମ୍ପାଦନ କରିଥିଲେ l ତାଙ୍କ ମୃତ୍ୟୁ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି ।
ଖୋର୍ଦ୍ଧାରୁ  ସ୍ଵତନ୍ତ୍ର ପ୍ରତିନିଧି ସୂର୍ଯ୍ୟକାନ୍ତ ଦଳାଇ ଙ୍କ ରିପୋର୍ଟ ଧନୁଷ ଏକ୍ସପ୍ରେସ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।