ବରିଷ୍ଠ କବିରାଜ ନାରାୟଣ ମହାନ୍ତିଙ୍କ ସ୍ମୃତି ଚାରଣ ସଭା |




ନିରାକାରପୁର,୭/୮(ଧନୁଷ ଏକ୍ସପ୍ରେସ ):ସ୍ୱର୍ଗତ କବିରାଜ ନାରାୟଣ ମହାନ୍ତି ଥିଲେ ଜଣେ ନିଆରା ମଣିଷ |
ଗ୍ରାମରେ ହେଉ ସାଂସ୍କୃତିକ କାର୍ଯ୍ୟକ୍ରମ ଅଥବା ମନ୍ଦିର ଓ ରାସ୍ତାର ଉନ୍ନତି ସବୁଠି ତାଙ୍କର ଡାକରା ପଡେ |ସର୍ବପରି ଗ୍ରାମର ଜଣେ ଅନ୍ୟତମ ପୁରୋଧା ଥିଲେ |କେବଳ ସେତିକିନୁହେଁ ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ଅତି ସୂକ୍ଷ୍ମ ଭାବରେ ସରଳ ପଦ୍ଧତିରେ ଅର୍ଶ, ମଳକଣ୍ଟକ, ଭଗନ୍ଦର, ସମେତ ବିଭିନ୍ନ ବାତ ଓ ପୀତ ରୋଗର ଚିକିତ୍ସା କରିବାରେ ସେ ସିଦ୍ଧହସ୍ତ ଥିଲେ ବୋଲି ସ୍ଥାନୀୟ ଡିଆ ପଞ୍ଚାୟତ ଅଧିନସ୍ଥ ଭୋଇସାହି ଗ୍ରାମର ବରିଷ୍ଠ କବିରାଜ ସ୍ୱର୍ଗତ ନାରାୟଣ ମହାନ୍ତିଙ୍କ ଏକାଦଶାହ ତିଥିରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଉପସ୍ଥିତ ଶୁଭେଛୁ ମାନେ ମତ ବ୍ୟକ୍ତ କରିଥିଲେ |ଏହି ସ୍ମୃତି ଚାରଣ ସଭାରେ ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଅପର୍ତ୍ତୀ ଜେନା ପୌରୋହିତ୍ୟ କରିଥିଲେ |ଟାଙ୍ଗୀବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୁଧାଂଶୁ ମଞ୍ଜରୀ ଦେବୀ, ନିରାକାରପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ସ୍ନିଗ୍ଧା ରାଣୀ ଛୋଟରାୟ, ଡିଆ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରେଣୁବାଳା ବେହେରା,ବରିଷ୍ଠ ଶିକ୍ଷାବିତ ରମାକାନ୍ତ ପୁରୋହିତ, ବିଜେଡି ନେତା ବିପିନ  କୁମାର ଜୟସିଂ,ସାମ୍ବାଦିକ ବଳରାମ ଲେଙ୍କା, ସମ୍ବାଦ ଜିଲ୍ଲା ପ୍ରତିନିଧି ବିକାଶ କୁମାର ସାହୁ,ଟାଙ୍ଗୀବ୍ଲକ ପ୍ରତିନିଧି ମନୋଜ କୁମାର ପଟ୍ଟନାୟକ, ନାଚୁଣୀ ପ୍ରତିନିଧି ପ୍ରଦୋଷ କୁମାର ଦାଶ, ଚିଲିକା ପ୍ରତିନିଧି ଦୀପକ କୁମାର ---, ରଞ୍ଜନ କୁମାର --,ହିମାଂଶୁ ଭୂଷଣ ଚମ୍ପତି,ସଂଗ୍ରାମ କେଶରୀ ପଟ୍ଟନାୟକ,ପ୍ରକାଶ କୁମାର ବଳିୟାରସିଂ, ଲଛମନ ନାୟକ, ଶ୍ୟାମ ସୁନ୍ଦର ପଟ୍ଟନାୟକ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ କୁମାର ହୋତା, ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର,ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ,ସମାଜସେବୀ ଶୁଭମ ଦାଶ, ନିରାକାରପୁର ସରପଞ୍ଚଙ୍କ ପ୍ରତିନିଧି ପିଣ୍ଟୁ ବେହେରା, ନିରାକାରପୁର ପ୍ରାକ୍ତନ ସରପଞ୍ଚ ହୃଷିକେଶ ରାଉତରାୟ, ନାଏବ ସରପଞ୍ଚ ସ୍ୱପ୍ନେଶ୍ଵର ରାଉତରାୟ,ବିଜେପି ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ, ଜିଲ୍ଲା ପରିଷଦସଭ୍ୟ ବିଜୟ କୁମାର ପାଲଟାସିଂ,ପ୍ରାକ୍ତନ ମଣ୍ଡଳ ସଭାପତି ସାଗର ବାରିକ, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ଇଂ ପ୍ରଭାତ କୁମାର ସ୍ୱାଇଁ, ସ୍ବେଛାସେବୀ ଅନୁଷ୍ଠାନ ଈଶ୍ୱର୍ଡର ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ, ଯୋଗୀ ବେହେରା, ସାମାଜିକକର୍ମୀ ସନ୍ତୋଷ କୁମାର ଦଳେଇ, ସ୍ବେଛାସେବୀ ଅନୁଷ୍ଠାନ ଜୀବନ ବିକାଶର ସମ୍ପାଦକ ବିଭୁତି ଭୂଷଣ ଆଚାର୍ଯ୍ୟ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଚରଣ ମଙ୍ଗରାଜ, ଓରବରସିଂ ସେବା ସମବାୟ ସମିତିର ପ୍ରାକ୍ତନ ସଭାପତି ନରି ମଙ୍ଗରାଜ, ନିରାକାରପୁର ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ, ଦୀନବନ୍ଧୁ ମିଶ୍ର, ରାମେଶ୍ୱର ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀ, ରେଙ୍ଗଟା ସ୍କୁଲର ପ୍ରଧାନ ଶିକ୍ଷକ ଅମର କୁମାର ଜୟସିଂ, ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ ଚନ୍ଦ୍ର ଜେନା, ସମ୍ବାଦ ସାହିତ୍ୟଘରର  ପ୍ରାକ୍ତନ ସଭାପତି ଚକ୍ରଧର ତ୍ରିପାଠୀ, ସଦସ୍ୟ ଚନ୍ଦ୍ରମୋହନ ପଟ୍ଟନାୟକ, ବୀରେନ୍ଦ୍ର କୁମାର ପଟ୍ଟନାୟକ, ସାମାଜିକକର୍ମୀ ଶଙ୍କର୍ଷଣ ପ୍ରଧାନ,ନିଜିଗଡ଼ ତାପଙ୍ଗ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ସତ୍ୟପୀର ଶ୍ରୀଚନ୍ଦନ ଓ କୋଷାଧକ୍ଷ ସମୀର ଭୁଜୁବଳଙ୍କ ସମେତ ବରିଷ୍ଠ ନାଗରିକ ସଙ୍ଘର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସାମାଜିକକର୍ମୀ, ଶୁଭେଛୁ ଏବଂ ସର୍ବୋପରି ସ୍ୱର୍ଗତ ଶ୍ରୀ ମହାନ୍ତିଙ୍କ ପରିବାରକୁ ଭଲ ପାଉଥିବା ଅଞ୍ଚଳର ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ |ଅନୁରୂପ ଭାବେ ବେଦ ପାଠ ସହ ନାମସଂକୀର୍ତ୍ତନ ପରିବେଷଣ କରାଯାଇଥିଲା |କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ କମଳଲୋଚନ ପ୍ରଧାନ ପରିଚାଳନା କରିଥିଲେ |ଶେଷରେ ସ୍ୱର୍ଗତ ନାରାୟଣ ମହାନ୍ତିଙ୍କ ଜ୍ୟଷ୍ଠପୁତ୍ର ଧନ୍ୟବାଦ ଅର୍ପଣ କରିଥିଲେ |ପୁତ୍ର ଉମେଶ ଚନ୍ଦ୍ର ପଟ୍ଟନାୟକ,ପ୍ରକାଶଜିତ ପଟ୍ଟନାୟକ, ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକ, ସୁକାନ୍ତ ଜିତ ପଟ୍ଟନାୟକ, ସୁରେନ ପ୍ରସାଦ ପଟ୍ଟନାୟକ, ସତ୍ୟପ୍ରସାଦ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ମୀନ କେତନ ମହାନ୍ତି, କପିନା ମହାନ୍ତି ପୁତ୍ର, ଭଣଜା ଓ ଜ୍ୱାଇଁ ଉପେନ୍ଦ୍ର କୁମାର, କାମିନୀ ରଞ୍ଜନପ୍ରମୁଖ ଉପସ୍ଥିତ ଥିଲେ |

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।