ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଆଲୋକରେ ଝଳସୁଛନ୍ତି।
ଢେଙ୍କାନାଳ ( ଶୁଭମ ପାଣି /ଧନୁଷ ଏକ୍ସପ୍ରେସ ):ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଆଲୋକ ରେ ଝଳସୁଛନ୍ତି ପୌର ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରାଙ୍କ ତତ୍ତ୍ଵ ବଧା ନ ରେ ହୋଇଥିଲା।
Comments
Post a Comment