ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।


ଭୁବନେଶ୍ୱର (ଧନୁଷ ଏକ୍ସପ୍ରେସ ବ୍ୟୁରୋ ): ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ

-‘ଆମର ଚିନ୍ତା ଓ ଚେତନାରେ ବିକଶିତ ଓଡ଼ିଶାର ଲକ୍ଷ୍ୟ’
-‘୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ପହଞ୍ଚିବା ଲକ୍ଷ୍ୟ ଧାର୍ଯ୍ୟ’
-‘୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ପହଞ୍ଚିବା ଲକ୍ଷ୍ୟ’
-ଆଗାମୀ ୫ ବର୍ଷରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ
-ଶାସନର ୬୦ ଦିନରେ ଶ୍ରୀମନ୍ଦିର ୪ ଦ୍ବାର ଓ ରତ୍ନଭଣ୍ଡାର ଖୋଲିଛି’
-‘ଓଡ଼ିଆ ଭାଷାରେ ପ୍ରାଶାସନିକ କାମ ପାଇଁ ବ୍ୟବସ୍ଥା ହୋଇଛି’
-‘ଶାସନର ୬୦ ଦିନରେ ଓଡ଼ିଆ ଅସ୍ମିତା ପାଇଁ ପାଣ୍ଠି କରିଛୁ’
-‘ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପାୟନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛୁ’ 
-‘ଖାଲିଥିବା ଦେଢ ଲକ୍ଷ ପଦବୀ ପୂରଣ ପାଇଁ କାମ ଆରମ୍ଭ’
-ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ 
-ପାଇକ ବିଦ୍ରୋହର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ
#Dhanushexpress 
#Bhubaneswar 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।