ଋତୁଶ୍ରାବ ପାଇଁ ଦିନଟିଏ ଛୁଟି ଘୋଷଣା।
ଭୁବନେଶ୍ୱର (ଧନୁଷ ଏକ୍ସପ୍ରେସ ବ୍ୟୁରୋ) :ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା
-ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
-ସ୍ବାଧୀନତା ଦିବସ ଅବସରରେ ଛୁଟି ଘୋଷଣା
-କର୍ମଜୀବୀ ମହିଳାଙ୍କ ପାଇଁ ଗୋଟିଏ ଦିନ ଛୁଟି
-‘ସରକାରୀ ଓ ଘରୋଇ କର୍ମଜୀବୀ ମହିଳାଙ୍କୁ ମିଳିବ ଛୁଟି’
-‘ଋତୁସ୍ରାବର ପ୍ରଥମ ବା ଦ୍ବିତୀୟ ଦିନରେ ମିଳିବ ଛୁଟି’
#Dhanushexpress
Comments
Post a Comment