ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟ, ଢେଙ୍କାନାଳ ତରଫରୁ ୟୁକୋ ବ୍ୟାଙ୍କ ଢେଙ୍କାନାଳ ଶାଖାରେ ''ବିଭାଜନ ବିଭୀଷିକା ସମୃତି ଦିବସ' ପାଳନ।




ଢେଙ୍କାନାଳ (ଧନୁଷ ଏକ୍ସପ୍ରେସ ବ୍ୟୁରୋ ):ଢେଙ୍କାନାଳ ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟ, ଢେଙ୍କାନାଳ ତରଫରୁ ୟୁକୋ ବ୍ୟାଙ୍କ ଢେଙ୍କାନାଳ ଶାଖାରେ ''ବିଭାଜନ ବିଭୀଷିକା ସମୃତି ଦିବସ' ପାଳନ କରାଯାଇଅଛି । ଉକ୍ତ ସଭାରେ ଭାରତୀୟ  ଷ୍ଟେଟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ପ୍ରବନ୍ଧକ ଶ୍ରୀ ରବି ନାରାୟଣ ପାଣିଗ୍ରାହୀ,ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ଦେବାଶିଷ କୁଣ୍ଡୁ,ୟୁକୋ ବ୍ୟାଙ୍କ ସମ୍ବଲପୁର ଅଞ୍ଚଳ କାର୍ଯ୍ୟାଳୟ ର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସୌଭାଗ୍ୟ ସାହୁ,ୟୁକୋ ବ୍ୟାଙ୍କ ଢେଙ୍କାନାଳ ଶାଖାର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଅମରୀତ ମହାନ୍ତି ଏବଂ ବ୍ୟାଙ୍କର ଗ୍ରାହକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ସଭାରେ ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖର ବିଭାଜନ ବିଭୀଷିକା ସମୃତି ଦିବସ ବିଷୟରେ ଆଲୋକପାତ କରିଥିଲେ । ସର୍ବଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରଯାଇଥିଲା ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।