ଜାତୀୟ ରାଜପଥ ରେ ପାଣି ଲୋକେ ହନ୍ତସନ୍ତ।


ଖୋର୍ଦ୍ଧାତା - 7/8(ଧନୁଷ ଏକ୍ସପ୍ରେସ ):
 57 ନମ୍ବର ଜାତୀୟ ରାଜପଥର ବାଘମାରୀ ଛକ ନିକଟରେ ବର୍ଷା ପାଣି । ଫଳରେ ଖୋର୍ଦ୍ଧା ବଲାଙ୍ଗୀର କୁ ଜାନବାହାନ ଚଳାଚଳ ଠପ୍। ଲୋକେ ହନ୍ତସନ୍ତ। ସେପଟେ କଣ୍ଟାବାଡ଼ - ମଲ୍ଲିପଦର ରାସ୍ତାରେ 4ଫୁଟ ଉଚ୍ଚର ପାଣି ଫଳରେ ଯାନବାହାନ ଚଳାଚଳ ଠପ୍। 


Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।