ଖୋର୍ଦ୍ଧା ଜିଲ୍ଲାପାଳ ଅଞ୍ଚଳ ପ୍ରଭାହିତ ବନ୍ୟା ଅଞ୍ଚଳ ପରିଭ୍ରମଣ।
ଖୋର୍ଦ୍ଧା (ଧନୁଷ ଏକ୍ସପ୍ରେସ ବ୍ୟୁରୋ ):ବନ୍ୟା ପରିଦର୍ଶନ ଅବସରରେ ମାନ୍ୟବର ଜିଲ୍ଲାପାଳ,ଉପଜିଲ୍ଲାପାଳ ଓ ମଣ୍ଡଳ ଉନ୍ନୟନ ଅଧିକାରୀଣୀ ନରଣଗଡ ପଞ୍ଚାୟତର ଓରମି,ମାନପୂର୍,ବଲପୂର୍,ଧବଲ୍ପୂର୍ ଓ କୁରୁମ୍ପଡା ଓ ଓରବରସିଂ ପଞ୍ଚାୟତର ହିରମୂଲ୍,ଦିହଖଳା,ଓରବରସିହିଁ ଓ କୃଷ୍ଣପୂର୍ ଆଦି ଗ୍ରାମର ବନ୍ୟା ପ୍ରଭାହିତ ଅଞ୍ଚଳ ପରିଭ୍ରମଣ କରିଥିଲେ।
Comments
Post a Comment