ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ ।
ନୂଆପଡ଼ା ( ମୁନା ପାଣିଗ୍ରାହୀ, ଧନୁଷ ଏକ୍ସପ୍ରେସ):ଜିଲ୍ଲା ବୋଡ଼େନ ଥାନା ଅଧୀନରେ ଥିବା ବୋଡ଼େନ ଗ୍ରାମପଞ୍ଚାୟତ ସ୍ଥିତ କୁସୁମଖୁଣ୍ଟା ଗ୍ରାମର କାଳିଆ ବଛାଙ୍କ ସ୍ତ୍ରୀ ଟିକେମଣି ପାଣ୍ଡେଙ୍କ ଆଜି ଯୁଜଘାଟ ନିକଟସ୍ଥ ଜଙ୍ଗଲ ଏକ ଗଛ ରୁ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ସ୍ଥାନୀୟ ବୋଡ଼େନ ପୋଲିକୁ ଖବର ଦେଇଥିଲେ। ସୂଚନା ଅନୁଯାୟୀ କିଛି ବର୍ଷ ତଳେ ସେ ନିଜ ଗାଁରେ ହିଁ ଅନ୍ୟ ଜାତିର ପୁଅ ପାଇଁ ଯାଇଥିଲେ। ଖୁସିର ସହ ପରିବାର ରହି ଆସୁଥିଲେ ହେଲେ ଆଜି ପରିତ୍ୟକ୍ତ ଅବସ୍ତାରେ ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ବୋଡ଼େନ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।
#nuapada
#Dhanushexpress
Comments
Post a Comment