ଭିଜିଲାନ୍ସ ଜାଲରେ ତିଗିରିଆ ଏସ୍ଆଇ ପ୍ରଦୀପ ବେହେରା।

ତିଗିରିଆ : ୫  ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ରଙ୍ଗେ ହାତ ମାଡି ବସିଲା ଭିଜିଲାନ୍ସ ଟିମ୍। ଫସି ଗଲେ କଟକ ଜିଲ୍ଲା ତିଗିରିଆ ଥାନାର କାର୍ଯ୍ୟରତ ଏସ୍ଆଇ ପ୍ରଦୀପ କୁମାର ବେହେରା.ଏକ କେସକୁ ରଫାଦଫା କରିବା ପାଇଁ ୫ ହଜାର ଟଙ୍କ ନେଉଥିଲେ ଲାଞ୍ଚ. ।
ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ୫ ହଜାର ଟଙ୍କା ଜବତ କରାଯାଇଛି.ଏବେ ଭିଜିଲାନ୍ସ  ଏ ଏସ ଆଇ ପ୍ରଦୀପ କୁ ଅଟକ ରଖି ଖୋଳତାଳ ରଖିଛି ଜାରୀ.
ଅଧିକ ତଦନ୍ତ ପାଇଁ ତାଙ୍କ ଘର କୁ ଯାଇ ବିଭିନ୍ନ ଦିଗରେ ଖୋଳତାଳ ଚାଲୁ ରଖିଛି. ଚଢ଼ାଉ ରେ ଭିଜିଲାନ୍ସ ବିଭାର ୯ ଜଣିଆ ଟିମ ସାମିଲ. ଟିମ ରେ ଭିଜିଲାନ୍ସ ବିଭାଗ ର ୩ ଜଣ ଡ଼ି ଏସ ପି ମଧ୍ୟ ରହିଛନ୍ତି.

 ରାଜେଶ୍ କୁମାର ସାହୁ, କଟକ ବ୍ୟୁରୋ
(ଧନୁଷ ଏକ୍ସପ୍ରେସ)

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।