କେନ୍ଦ୍ରାପଡ଼ା ଡ୍ରାଇଭର ସଂଘ ତରଫରୁ ଦୁଇ ଦିନ ହେଲା ମୁଖ୍ୟ ରାସ୍ତା ରେ ଧାରଣା ବସି ରହିଛନ୍ତି!
କେନ୍ଦ୍ରାପଡ଼ା : ବିଗତ ଦିନରେ ଡ୍ରାଇଭରଙ୍କ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ହେଲେ ଗୋଟିଏ ସମସ୍ୟାର ସମାଧାନକୁ ଛାଡ଼ି ଦେଲେ ଅନ୍ୟ ସମସ୍ୟାର ସମାଧାନ କଲେ ନାହିଁ ସରକାର । ଆହୁରି ୭ଟି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପୁଣି ସରକାରଙ୍କୁ ଗୁହାରୀ କଲୁ ।
ହେଲେ କିଛି ଫଳ ମିଳିଲା ନାହିଁ। ଗତ ମାର୍ଚ୍ଚ ୨୯ରୁ ୬ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଶାନ୍ତି ପୂର୍ଣ ଧାରଣା ଦେଇଥିଲୁ। ତଥାପି ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଫଳରେ ଡ୍ରାଇଭରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ମାସରେ ସରକାର ସେମାନଙ୍କ ସମସ୍ୟାର ସମାଧାନ ନ କରିବାରୁ ସେମାନେ ନଅ ଗୋଟି ବ୍ଲକ ର ଡ୍ରାଇଭରମାନେ
୮ ତାରିଖଠାରୁ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ରେ ବସିଛନ୍ତି!
କେନ୍ଦ୍ରାପଡ଼ା ଡ୍ରାଇଭର ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଡ୍ରାଇଭର ସଂଘ ପକ୍ଷରୁ ଏ ସମ୍ପର୍କିତ ଏକ ଦାବିପତ୍ର କଲେକଟର, ସ୍ଥାନୀୟ ଥାନା,ଗୋଷ୍ଠୀ ଉନୟନ ଅଧିକାରୀ, ସରପଞ୍ଚ
ତହସିଲ କାର୍ଯ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନକୁ ପ୍ରଦାନ କରିଛନ୍ତି। ସେହି ସମୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସେଥିପାଇଁ ସରକାର୍ ଦାୟୀ ରହିବେ ବୋଲି ସଂଘ କର୍ମକର୍ତ୍ତା ସୂଚନା ଦେଇଛନ୍ତି।
ଏଇ କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡ଼ା ,ଜିଲ୍ଲା ର
ସଭାପତି -(ରଞ୍ଜନ ଦାସ)
ଉପସଭାପତି -(MD ଆଜମଲ୍)
ସମ୍ପାଦକ -(ରଞ୍ଜନ ମହାନ୍ତି)
ସହସମ୍ପାଦକ୍ -(ଶିଶିର ମହାନ୍ତି)
ଉପଦେଷ୍ଟା -(ସୁରେଶ୍ ରାଉତ)
ସଂଯୋଜନା କାରୀ -(ପଦ୍ମନାଭ ନାୟକ)ଓ ରାଜନଗର ଡ୍ରାଇଭର
ମହାସଙ୍ଗ ର
ଦିଲ୍ଲୀପ କୁମାର ସାହୁ( ସମ୍ପାଦକ),ସଭାପତି କାଁହୁ ଚରଣ ସାହୁ,ନଅ ଗୋଟି ବ୍ଲକ ର ସଭ୍ୟ ଓ କାର୍ଯ୍ୟକାରୀ କର୍ମ କର୍ତ୍ତା ମାନେ ଅନିଦ୍ଧିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ
ଆନ୍ଦୋଳନ ରେ ବସି ରହି ଛନ୍ତି!ଯାହା ଫଳରେ ଜନ ସାଧାରଣ ଯାତ୍ରାୟତ ସମସ୍ୟା ସୃଷ୍ଟି ହେଇଚି!ସାଧାରଣ ଲୋକେ ମାନେ ହଇ ରାଣ ହେଉଛନ୍ତି!ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବି କରିଛନ୍ତି! Kendrapara Soumya Mohanty
Comments
Post a Comment