ଯାଜପୁରରେ ଡାଇରିଆରେ ଆଉ ଜଣଙ୍କର ମୃତ୍ୟୁ।
ଯାଜପୁର: ଡାଇରିଆରେ ଆଉ ଜଣଙ୍କର ମୃତ୍ୟୁ
ଡାଇରିଆରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଲା।ଯାଜପୁର ରୋଡ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ।ମୃତା ଚୁନଭାଟି ପ୍ଲଟ ଅଞ୍ଚଳର ପୂଜା ସମାଡ଼।ଡାଇରିଆରେ ଆଉ ଜଣଙ୍କ ମୃତ୍ୟୁ।ନହକା ଅଞ୍ଚଳର ବର୍ଷକର ଶିଶୁର ମୃତ୍ୟୁ।ଡାଇରିଆରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି।ସକାଳେ ଚୁନଭାଟି ପ୍ଲଟର ଜଣଙ୍କ ମୃତ୍ୟୁ ହୋଇଥିଲା
Comments
Post a Comment