ଅଭାବନୀୟ ଘଟଣା। ବିଷ ପିଇ ଶାଶୁ,ବୋହୁ ମୃତ, ସ୍ୱାମୀ ଗୁରୁତର।
କଟକ: ବଡମ୍ବା ବଡବାରସିଂହ ଗାଁରେ ଅଭାବନୀୟ ଘଟଣା। ବିଷ ପିଇ ଶାଶୁ,ବୋହୁ ମୃତ, ସ୍ୱାମୀ ଗୁରୁତର।
ମୃତ ବୋହୁ ସଙ୍ଗୀତା ସେନାପତି ୨୯, ଶାଶୁ ନିବାସୀ ସେନାପତି ୫୫ ମୃତ। ଗୁରୁତର ସ୍ୱାମୀ ଭାଗିରଥି ସେନାପତି, ବଡମ୍ବା ମେଡିକାଲ ରେ ଭର୍ତ୍ତି। ଏନେଇ ବଡମ୍ବା ଥାନା ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।
ଏନେଇ ବଡମ୍ବା ଥାନା ରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି କହିଛନ୍ତି।
ତେବେ ମୃତ ବୋହୁ ସଙ୍ଗୀତା ସେନାପତି ଙ୍କର ଭାଇ ଶ୍ରୀଧର ସାହୁ ଓ ମୃତ ଶାଶୁ ନିବାସୀ ସେନାପତି ଙ୍କର ଭାଇ ଟୁକୁଲା ସେନାପତି ଥାନାରେ ଏନେଇ ମାମଲା ଦେଇଛନ୍ତି ଯେ ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଛି।
#Dhanushexpress
Comments
Post a Comment