ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ।
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ
-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ଅସ୍ତ୍ରୋପଚାର
-ସର୍ଭାଇକାଲ ଆର୍ଥ୍ରାଇଟିସରେ ପୀଡ଼ିତ ନବୀନ ପଟ୍ଟନାୟକ
-X ହ୍ୟାଣ୍ଡଲରେ ନିଜେ ସୂଚନା ଦେଲେ ବିରୋଧୀ ଦଳ ନେତା
-ଡକ୍ଟର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ହେବ ଚିକିତ୍ସା
-ଜୁନ୍ ୨୨ରେ ନବୀନଙ୍କଠାରେ ହେବ ଅସ୍ତ୍ରୋପଚାର
-ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କଲେ ନବୀନ
-ଖୁବ୍ ଶୀଘ୍ର ଫେରି ଆପଣମାନଙ୍କ ସେବା ଜାରି ରଖିବି: ନବୀନ
#Dhanushexpress
Comments
Post a Comment