ଆଶୀର୍ବାଦ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ।

ଢେଙ୍କାନାଳ :ଅଦ୍ୟ ତା (୧୬/୭) ରିଖ ଦିଘି ଗ୍ରାମ ପଂଚାୟତ ର ଅଲେଖ ମହିମା ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଗ୍ରାମବାସୀ, ମହିଳା, ଛାତ୍ର ଛାତ୍ରୀ ତଥା କୁନି କୁନି ପିଲାମାନଙ୍କୁ

 ନେଇ ୪୦ ଗୋଟି ବିଭିର୍ଣ୍ଣ ଫଳ ଵୃକ୍ଷ ରୋପଣ କରାଯାଇଥିଲା ଏବଂ କୁନି ପିଲାମାନଙ୍କୁ ବୃକ୍ଷ ର ଉପକାରିତା ସମ୍ବନ୍ଧରେ ବୁଝାଇ ଆଶ୍ରିବାଦ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ୩୦ ଗୋଟି ଚାରା ପ୍ରଦାନ କରି ନିଜ ବାଡ଼ିରେ ଲଗେଇ
 ବବିଷ୍ୟତ ପାଇଁ ବଂଚେଇ ରଖିବାକୁ ପ୍ରବର୍ତ୍ତାଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର  ସତୀଶ ପ୍ରଧାନ,ବନଜା ମାନସିଂ, ଶୁଭଶ୍ରୀ ପ୍ରଧାନ ,ଖଗେଶ୍ୱର ରାଉତ, ଅନାଦି ସାହୁ, ଯୋଗିନାଥ ପାତ୍ର ଓ ରଞ୍ଜୁ ଵାଲା ନାଏକ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l
ଶୁଭମ ପାଣି, ଢେଙ୍କାନାଳ 
ଧନୁଷ ଏକ୍ସପ୍ରେସ 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।