ସାପ କାମୁଡା ଓ ବଜ୍ରାଘାତ ରୁ ଜୀବନ ରକ୍ଷା ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ।

ଢେଙ୍କାନାଳ (୫/୮):ଆଜି ଢେଙ୍କାନାଳ ଜିଲ୍ଲା ଗାଁନ୍ଦିଆ ବ୍ଲକ୍ ର  ଛୋଟତେନ୍ତୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ କୈଳାଶ ଚନ୍ଦ୍ର ପୃଷ୍ଟି ଙ୍କ ସଭାପତିତ୍ୱ ରେ ସାପ କାମୁଡା ଓ ବଜ୍ରା ଘାତ  ଉପରେ ସଚେତନତା କାର୍ଯକ୍ରମ ଅନୁଷ୍ଠିତ  ହୋଇଥିଲା ପୁନଃଶ୍ଚ ବେଗା ପଂଚାୟତ ର ନେହେଂଗେରା  ଗ୍ରାମ ପଞ୍ଚୟତରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲା ପ୍ରଶାସନ ଓ " ପ୍ରିୟ " ସ୍ବେଚ୍ଛାସେବୀ ସଂଗଠନ ର ମିଲିତାନୁକୁଲ୍ୟ ରେ ସାପ କାମୁଡା ଓ ବ୍ରଜାଘାତ ରୁ ଜୀବନ ରକ୍ଷା ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।
 ଉକ୍ତ ଶିବିର ରେ ,  ଅଙ୍ଗନବାଡି ଓ ଆଶା କର୍ମୀ,   ମୁଖ୍ୟ ଅତିଥି ଭାବେ ପ୍ରାଧାନ ଶିକ୍ଷକ ହାରିହର ଦେଲେଇ   ଉପସ୍ଥିତ ରହି ସଚେତନତା ବାର୍ତ୍ତା ବୁଝାଇ କହିଥିଲେ। " ପ୍ରିୟ" ର ନିର୍ଦେଶକ ଟଙ୍କଧର ବାରିକ ଫ୍ଲେକ୍ସ ଓ ପ୍ରଚାର ପତ୍ର ମାଧ୍ୟମରେ ସାପ କାମୁଡା ଓ ବ୍ରଜଘାତ ରେ କଣ କରିବା ଦରକାର ଓ କଣ ନ କରିବା ଦରକାର ବୁଝାଇ କହିଥିଲେ ।  ଉକ୍ତ ଦୁଇଟି କାର୍ଯକ୍ରମ କୁ ଇଲନପ୍ରଭା ସେନାପତି, ଅନ୍ନପୂର୍ଣା ଧଳ, ସୋନାଲି ଧଳ, ସୌଭାଗ୍ୟ ଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଲକ୍ଷ୍ମୀପ୍ରିୟା ନାୟକ ସହଯୋଗ କରିଥିଲେ।
ଶୁଭମ ପାଣି, ଢେଙ୍କାନାଳ ବ୍ୟୁରୋ 
ଧନୁଷ ଏକ୍ସପ୍ରେସ 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।