ନୀଳକଣ୍ଠେଶ୍ୱର ବୋଲବମ କମିଟି ତରଫରୁ ସପ୍ତାହ ବ୍ୟପି ପରାୟଣ ରାମଚରିତ ମାନଶ ଅନୁଷ୍ଠିତ।
କଳାହାଣ୍ଡି (୫/୮): କରଲାମୁଣ୍ଡା ବ୍ଲକ,କୁସୁର୍ଲା ସ୍ଥିତ ନୀଳକଣ୍ଠେ ଶ୍ୱର ଶିବମନ୍ଦିର ଠାରେ ଶ୍ରାବଣ ସୋମବାର ଉପଲକ୍ଷେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ବୋଲବମ କମିଟି ତରଫରୁ ସପ୍ତାହ ବ୍ୟପି ପରାୟଣ ରାମଚରିତ ମାନଶ ଅନୁଷ୍ଠିତ ହେଉଅଛି !
ଉକ୍ତପାରାୟଣ ତା 03 08 ରବିବାର ଠାରୁ ଆରମ୍ଭ ହୋଇ 09 08 2025 ରିଖ ସୋମବାର ପର୍ଯନ୍ତ ପୁରାଣ ପଠନ ଓ ପାରାୟଣ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି ! ଅଞ୍ଚଳରେ ଧୂମଧାମ ରେ ଶିବ ଉପାସ ମାନଙ୍କ ଦ୍ଵାରା ପ୍ରତିବର୍ଷ ପାଳନ କରାଯାଏ ! ଉକ୍ତ ଶୈବପୀଠ ବହୁପୁରାତନ ଅଟୋପ୍ରତି ବର୍ଷଏଠାରେ ମକରମେଳା ଧୂମଧାମ ରେ ଅନୁଷ୍ଠିତ ହୋଇଥାଏ ! ଏହା ବିଶିଷ୍ଟ ଶୈବ ମନ୍ଦିର ମାନଙ୍କ ମଧ୍ୟରେ ଅନ୍ୟତମ !
ପାରାୟଣ ଗାୟିକା ଜ୍ୟୋସ୍ନା
ମୟୀ ଦୁଖୀତ ତାଙ୍କ ସହଯୋଗୀ ଉପସ୍ଥିତ ରହି ପାରାୟଣ ଓ ରାମଚରିତ୍ର ମାନସ କଥନ ଅତି ରୁଚିକରଥାଇ ଶ୍ରୋତାଙ୍ଖ ମନମୁଗ୍ଧ କରୁଅଛି !
ପୃଥ୍ୱୀରାଜ ନିଆଲ, କଳାହାଣ୍ଡି ବ୍ୟୁରୋ ଧନୁଶ ଏକ୍ସପ୍ରେସ
Comments
Post a Comment