ଢେଙ୍କାନାଳ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ବୈଠକ।

ଢେଙ୍କାନାଳ  ୩/୮: ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଫିସ ଅଫିସର ସଂଘର ‘ବନ୍ଧୁତ୍ବ’  ଦିବସ ଅବସରରେ ଏକ ଆଲୋଚନା ବୈଠକ ଶ୍ଯାମ ମାଚରଣପୁର ‘ଶେୟାର’ ସେଚ୍ଛାସେବୀ ଅନୁଷ୍ଠାନ ଅତିଥି ଭବନ ଠାରେ ରେ ଅକ୍ଷୟ କୁମାର ସାହୁଙ୍କ ସଭାପିତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଶ୍ରୀ ସାହୁ ସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିଥିଲେ ।

 । ଉକ୍ତ ବୈଠକରେ ପ୍ରାୟ ୫୦ ଜଣ ସଭ୍ୟସଭ୍ୟା ଉପସ୍ଥିତ ସ୍ଥିତ ରହି ଆ ଆଲୋଚନାରେ ଭାଗ ନେଇଥିଲେ ଥିଲେ । । ସଂଘର ପରବର୍ତି କାର୍ଯ୍ୟକ୍ରମ ଉପରେ ବହୁ ଆଲୋଚନା ହୋଇ ପରସ୍ପର ମଧ୍ୟରେ କିପରି ପାରିବାରି ପାରିବାରିକ ସଂପର୍କ ବଢିବ ଏବଂ ସମସ୍ତେ ସମସ୍ତଙ୍କର ସମସ୍ତଙ୍କର ସୁଖ ଦୁଃଖରେ ଦୁଃ ଭାଗିଦାରୀ ହୋଇପାରିବେ ସେ ବିଷୟରେ ବିଶେଷ୍ଠ ଶେଷ ଆଲୋ ଲାଚନା ହୋଇଥିଲା ।
 ପରେ ଏ ଏକ ପାରିବାରିକ ବନ୍ଧୁମିଳନ ପାଇଁ ଆସନ୍ତା ନଭେମ୍ବର ମାସରେ ହେବା ନିମନ୍ତେ ସ୍ଥିର କରାଗଲା । ସମସ୍ତ ସଭ୍ୟମାନେ ନିଜର ପରିଚୟ ପତ୍ର ପାଇବା ପାଇଁ ଦରଖାସ୍ତମାନ ଦେଇଥିଲେ, ଯାହା ଡି.ଜି. ପୋଲିସ୍‌ଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ଅଧ୍ଯକ୍ଷଙ୍କୁ ଅନୁରୋଧ ରାଧ କରାଗଲା । ନୂତନ ସଭ୍ୟମାନେ ପରିଚୟ ପତ୍ର ଦେବା ସଙ୍ଗେ ସଙ୍ଗେ ସଂଘର ଉଦ୍ଦେଶ୍ୟ ବିଷୟ ପୟରେ ଅନୁଗତ ହେଲେ। ଉକ୍ତ ସଭାରେ ପ୍ରଦୀପ କୁମାର ମିଶ୍ର, ଗୋବର୍ଧନ ସାହୁ, କୁଞ୍ଜ ବିହାରୀ ପାଣି ଓ ଅନ୍ୟମାନେ ସ୍ବାଗତ ଭାଷଣ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ ।

#Dhankanal 
#Dhanushexpress 
#subhampani 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେନ୍ଦ୍ରାପଡ଼ା ଡ୍ରାଇଭର ସଂଘ ତରଫରୁ ଦୁଇ ଦିନ ହେଲା ମୁଖ୍ୟ ରାସ୍ତା ରେ ଧାରଣା ବସି ରହିଛନ୍ତି!