ଯୁବା ବନ୍ଧୁ ମାନଙ୍କ ସହଯୋଗରେ ମହେନ୍ଦ୍ରତନୟା ନଦୀ ନିକଟସ୍ଥ ଶ୍ମସାନ ସ୍ଵଚ୍ଛତା ଏବଂ ନିମବୃକ୍ଷ ରୋପଣ କରାଯାଇଛି ।

ଗଜପତି ୩/୮: ଯୁଗ ନିର୍ମାଣ ଯୋଜନା ଗଜପତି ପାରଳାଖେମୁଣ୍ଡି ଶାଖା ତରଫରୁ ବିଶ୍ବ ବନ୍ଧୁତ୍ବ ଦିବସ ଅବସରରେ ଯୁବା ବନ୍ଧୁ ମାନଙ୍କ ସହଯୋଗରେ ମହେନ୍ଦ୍ରତନୟା ନଦୀ ନିକଟସ୍ଥ ଶ୍ମସାନ ସ୍ଵଚ୍ଛତା ଏବଂ ନିମବୃକ୍ଷ ରୋପଣ କରାଯାଇଛି । 
ଏହି ସେବା କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ବିଘ୍ନରାଜ ପଣ୍ଡା, ଶଶୀଭୂଷଣ ପଟ୍ଟନାୟକ, ସନ୍ତୋଷ ଭାଇ,ଭରତ,ବିନୟ,ସୃଜନ, ଅଭିଷେକ ଓ ଵୁଲନ ଭାଇଙ୍କ ମିଳିତ ‌ସ‌ହଯୋଗରେ ସ୍ବଚ୍ଛତା କାର୍ଯ୍ୟକ୍ରମ ସମ୍ପନ ହୋଇଥିଲା ।
ମନୋଜ କୁମାର ପାଢ଼ୀ, ଗଜପତି ବ୍ୟୁରୋ 
ଧନୁଷ ଏକ୍ସପ୍ରେସ 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେନ୍ଦ୍ରାପଡ଼ା ଡ୍ରାଇଭର ସଂଘ ତରଫରୁ ଦୁଇ ଦିନ ହେଲା ମୁଖ୍ୟ ରାସ୍ତା ରେ ଧାରଣା ବସି ରହିଛନ୍ତି!