Posts

ଗୁଣି ଗାରେଡି ସନ୍ଦେହରେ ଯୁବକର ଯୌନାଙ୍ଗ କାଟି ଡ୍ୟାମ ରେ ଫିଙ୍ଗିଲେ ଦୁବୃତ୍ତ l

Image
ଗଜପତି ୩/୮: ଗୁଣିଗାରେଡି ସନ୍ଦେହରେ ଯୁବକର ଯୌନାଙ୍ଗ କାଟି ହତ୍ୟାକରିବା ପରେ ହରଭଙ୍ଗୀ ଡ୍ୟାମ୍ ରେ ଫିଙ୍ଗି ଦେଲେ ଦୃର୍ବୁତ୍ତ l  ଏଭଳିଏକ ଲୋମ ହର୍ଷକ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଡ୍ୟାମ ରେ l ସୂଚନାପ୍ରକାରେ ମୋହନା ଥାନା ଅନ୍ତର୍ଗତ ରାଚା ଗୁଡା ଗାଁରେ ଗତ ୧୫ ଦିନ ପୁର୍ବରୁ ଗାଁର ସୁବାସ ମଲ୍ଲିକଙ୍କ ପତ୍ନୀ ଝୁନୁ ମଲ୍ଲିକଙ୍କ ମୃତ୍ୟୁବରଣ ପରେ ଗାଁର ଗୋପାଳ ମଲ୍ଲିକ କୁ ଗୁଣି ସନ୍ଦେହ କରିଥିଲେ ଗ୍ରାମବାସୀ l ଯାହା ଫଳରେ ଗତକାଲି ସୁବାସ ମଲ୍ଲିକଙ୍କ ସମେତ ଗାଁର କିଛି ଜଣ ଯୁବକ ଗାଁ ଠାରୁ ୨୦କିଲୋମିଟର ଦୂର ହରଭଙ୍ଗି ଡ୍ୟାମ ପଟେ ଡାକି ନେଇ ସେଠାରେ ହତଗୋଡ ବାନ୍ଧି ଶେଷରେ ଯୌନାଙ୍ଗଟିକୁ କାଟି ଅତି ନିନ୍ମମ ଭାବେ ହତ୍ୟା କରି ଡ୍ୟାମ ରେ ଫିଙ୍ଗି ଦେଇଥିଲେ   https://youtu.be/lM66Ro-0PkQ?si=bxJbvishIciW8M7ଏ ଏହି ଘଟଣାରେ ପୋଲିସ ଗାଁରୁ ୧୪ ଜଣଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଥିବାବେଳେ ସେଥି ମଧ୍ୟରୁ 4 ଜନ ଅଭିଯୁକ୍ତ ହତ୍ୟା କରିଥିବା ଘଟଣା ପୋଲିସକୁ ଦେଖାଇଥିଲେ ତେବେ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ଅକ୍ଲାନ୍ତ ପରିଶ୍ରମରେ ଗଭୀର  ପାଣିରୁ ମୃତ ଦେହ ଉଦ୍ଧାର କରିଥିଲେ l ତେବେ ସୂଚନା ପ୍ରକାରେ ଯେଉଁ ଦିନ ଝୁନୁ ମଲ୍ଲିକ ଙ୍କ ମୃତ୍ୟୁ ହୋଇଥିଲା ସେଦିନ ହିଁ ଗାଁର କିଛି ଯୁବକ ଗୁଣି କରିଥିବା ସନ୍ଦେହରେ ଗୋପା କୁ ସେହି ଜୁଇ ରେ ହିଁ ପୋଡ଼ିମ...

ଯୁବା ବନ୍ଧୁ ମାନଙ୍କ ସହଯୋଗରେ ମହେନ୍ଦ୍ରତନୟା ନଦୀ ନିକଟସ୍ଥ ଶ୍ମସାନ ସ୍ଵଚ୍ଛତା ଏବଂ ନିମବୃକ୍ଷ ରୋପଣ କରାଯାଇଛି ।

Image
ଗଜପତି ୩/୮: ଯୁଗ ନିର୍ମାଣ ଯୋଜନା ଗଜପତି ପାରଳାଖେମୁଣ୍ଡି ଶାଖା ତରଫରୁ ବିଶ୍ବ ବନ୍ଧୁତ୍ବ ଦିବସ ଅବସରରେ ଯୁବା ବନ୍ଧୁ ମାନଙ୍କ ସହଯୋଗରେ ମହେନ୍ଦ୍ରତନୟା ନଦୀ ନିକଟସ୍ଥ ଶ୍ମସାନ ସ୍ଵଚ୍ଛତା ଏବଂ ନିମବୃକ୍ଷ ରୋପଣ କରାଯାଇଛି ।  ଏହି ସେବା କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ବିଘ୍ନରାଜ ପଣ୍ଡା, ଶଶୀଭୂଷଣ ପଟ୍ଟନାୟକ, ସନ୍ତୋଷ ଭାଇ,ଭରତ,ବିନୟ,ସୃଜନ, ଅଭିଷେକ ଓ ଵୁଲନ ଭାଇଙ୍କ ମିଳିତ ‌ସ‌ହଯୋଗରେ ସ୍ବଚ୍ଛତା କାର୍ଯ୍ୟକ୍ରମ ସମ୍ପନ ହୋଇଥିଲା । ମନୋଜ କୁମାର ପାଢ଼ୀ, ଗଜପତି ବ୍ୟୁରୋ  ଧନୁଷ ଏକ୍ସପ୍ରେସ 

ବାଙ୍କୀ ତଳବସ୍ତ ରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ।

Image
ବାଙ୍କୀ ୩/୮:କଟକ ଜିଲ୍ଲା  ଡମପଡ଼ା ବ୍ଲକ୍ ଅନ୍ତର୍ଗତ ତାଳବସ୍ତ ଶ୍ରୀରାମ କମିଟି ଓ ସତ୍ ସଙ୍ଗ ଆନୁକୁଲ୍ୟରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ। ରାଜେଶ କୁମାର ସାହୁ କଟକ ବ୍ୟୁରୋ  ଧନୁଷ ଏକ୍ସପ୍ରେସ 

ଖୋର୍ଦ୍ଧା ଜିଲ୍ଲା ରେ ସାମ୍ବାଦିକ ଙ୍କୁ ଆକ୍ରମଣ।

Image
ଖୋର୍ଦ୍ଧା ୩/୮ : ଗତ ମେ, ମାସରେ ଜଣେ  ନା-ବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ନାଚୁଣୀ ଥାନାରେ ଅଭିଯୋଗ ହୋଇଥିବା ବେଳେ l ଅଭିଯୋଗକୁ ନେଇ ଗମ୍ଭାରୀମୁଣ୍ଡା ଅଂଚଳର ଧରିତ୍ରୀ ଖବର କାଗଜ ସାମ୍ବାଦିକ ଦିଲ୍ଲୀପ ସ୍ୱାଇଁ   ଧରିତ୍ରୀ ପତ୍ରିକାରେ ଖବର ପ୍ରସାରଣ କରିଥିଲେ।  ଧରିତ୍ରୀ ପେପରରେ ଖବର ନକରିବା ନିମନ୍ତେ ଖଜୁରିଆ ଗ୍ରାମର ସୌମ୍ୟ ରଞ୍ଜନ ସାମନ୍ତରାୟ ( ଟୁଟୁ ) ନାମକ ବ୍ୟକ୍ତି ବନ୍ଦ କରିଥିଲେ ବି ତାହାକୁ ଖାତିର ନକରି ନିୟୁଜ କରିଥିବା ରୁ ଏହାକୁ ନେଇ ଦିଲୀପଙ୍କୁ ମାରିବାନିମନ୍ତେ   ସୁଯୋଗ ଖୋଜୁଥିଲେ  l ଗତକାଲି ରାତିରେ ଦିଲ୍ଲୀପ ନିଜର ଦୋକାନଟିକୁ  ବନ୍ଦ କରୁଥିବା ବେଳେ   ହଠାତ ଖଜୁରିଆ ଗ୍ରାମର ସୋମ୍ୟ ରଞ୍ଜନ ସାମନ୍ତରାୟ ଓ ତାଙ୍କ ସହିତ ଆସିଥିବା ଆଉ ଚାରିଜଣ ଯୁବକ  ଦିଲୀପଙ୍କ ତଣ୍ଟିକୁ ଚିପି ମାରଣାତ୍ମକ ଆକ୍ରମଣ କରିଥିଲେ l ଏବଂ ଦିଲୀପଙ୍କ ବେକରୁ ଏକ ସୁନା ଚେନ ଚିଣ୍ଡାଇ ନେଇଯିବା ସହ l ମାରିଦେବାକୁ ଚେଷ୍ଟା କରୁଥିବା ବେଳେ l ଗମ୍ଭାରୀମୁଣ୍ଡା ଓ ଘାସଡି ଗ୍ରାମର କିଛିଲୋକ ଘଟଣା ସ୍ଥଳରେ ପହଞ୍ଚି  l ସେମାନଙ୍କ କବଳରୁ ଉଧାରକରୀ  l ଚିକିତ୍ସା ନିମନ୍ତେ ପ୍ରଥମେ ଗମ୍ଭାରୀମୁଣ୍ଡା ସରକାରୀ ଡାକ୍ତରଖାନା ପରେ ପରେ ବାଣପୁର ସରକାରୀ ଡାକ୍ତରଖାନା ରେ ଭର୍ତ୍ତିକରିଥିଲେ l ସେଠାରେ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଗର...

ଢେଙ୍କାନାଳ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ବୈଠକ।

Image
ଢେଙ୍କାନାଳ  ୩/୮: ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଫିସ ଅଫିସର ସଂଘର ‘ବନ୍ଧୁତ୍ବ’  ଦିବସ ଅବସରରେ ଏକ ଆଲୋଚନା ବୈଠକ ଶ୍ଯାମ ମାଚରଣପୁର ‘ଶେୟାର’ ସେଚ୍ଛାସେବୀ ଅନୁଷ୍ଠାନ ଅତିଥି ଭବନ ଠାରେ ରେ ଅକ୍ଷୟ କୁମାର ସାହୁଙ୍କ ସଭାପିତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଶ୍ରୀ ସାହୁ ସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିଥିଲେ ।  । ଉକ୍ତ ବୈଠକରେ ପ୍ରାୟ ୫୦ ଜଣ ସଭ୍ୟସଭ୍ୟା ଉପସ୍ଥିତ ସ୍ଥିତ ରହି ଆ ଆଲୋଚନାରେ ଭାଗ ନେଇଥିଲେ ଥିଲେ । । ସଂଘର ପରବର୍ତି କାର୍ଯ୍ୟକ୍ରମ ଉପରେ ବହୁ ଆଲୋଚନା ହୋଇ ପରସ୍ପର ମଧ୍ୟରେ କିପରି ପାରିବାରି ପାରିବାରିକ ସଂପର୍କ ବଢିବ ଏବଂ ସମସ୍ତେ ସମସ୍ତଙ୍କର ସମସ୍ତଙ୍କର ସୁଖ ଦୁଃଖରେ ଦୁଃ ଭାଗିଦାରୀ ହୋଇପାରିବେ ସେ ବିଷୟରେ ବିଶେଷ୍ଠ ଶେଷ ଆଲୋ ଲାଚନା ହୋଇଥିଲା ।  ପରେ ଏ ଏକ ପାରିବାରିକ ବନ୍ଧୁମିଳନ ପାଇଁ ଆସନ୍ତା ନଭେମ୍ବର ମାସରେ ହେବା ନିମନ୍ତେ ସ୍ଥିର କରାଗଲା । ସମସ୍ତ ସଭ୍ୟମାନେ ନିଜର ପରିଚୟ ପତ୍ର ପାଇବା ପାଇଁ ଦରଖାସ୍ତମାନ ଦେଇଥିଲେ, ଯାହା ଡି.ଜି. ପୋଲିସ୍‌ଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ଅଧ୍ଯକ୍ଷଙ୍କୁ ଅନୁରୋଧ ରାଧ କରାଗଲା । ନୂତନ ସଭ୍ୟମାନେ ପରିଚୟ ପତ୍ର ଦେବା ସଙ୍ଗେ ସଙ୍ଗେ ସଂଘର ଉଦ୍ଦେଶ୍ୟ ବିଷୟ ପୟରେ ଅନୁଗତ ହେଲେ। ଉକ୍ତ ସଭାରେ ପ୍ରଦୀପ କୁମାର ମିଶ୍ର, ଗୋବର୍ଧନ ସାହୁ, କୁଞ୍ଜ ବିହାରୀ ପାଣି ଓ ଅନ୍ୟମାନେ...

ହାଟ ମଝିରେ ଅଟକିଲା ଲକ୍ଷ୍ମୀ ବସ୍।

Image
ନରସିଂହପୁର: କଟକ ନରସିଂହପୁର ରେ ଆଜି ସକାଳ ୬ ଟା ସମୟରେ ନରସିଂହପୁର ଲକ୍ଷ୍ମୀ ବସ କମଳାଡିହରୁ ନରସିଂହପୁର ଆସୁଥିବା ସମୟରେ ହଠାତ୍ ହାଟ ଛକ ଠାରେ ଅଚଳ ହୋଇଯାଇଥିଲା ଲକ୍ଷ୍ମୀ ବସ୍  ଫଳରେ ୬୦ ରୁ ଉର୍ଦ୍ଧ୍ୱ କଲେଜ୍ ଛାତ୍ରଛାତ୍ରୀ ଓ ଜନସାଧାରଣ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଲେ । କଣ୍ଡକ୍ଟର ଗୋଟେ କିଲୋମିଟର ଆଗକୁ ଆସି ଏକ ନିଛାଟିଆ ଜାଗାରେ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ଠାରୁ ପଇସା ଆଦାୟ କରିବାର ଦୃଶ୍ୟ ଦେଖା ଦେଇଥିଲା ।ସେପଟେ ହାଟ ଛକ ଠାରେ ଅଚଳ ହୋଇଥିବା ସରକାରୀ ଲକ୍ଷ୍ମୀ ବସ ରାସ୍ତା ମଝିରେ ଥିବାରୁ ଗାଡ଼ି ମଟର ଓ ଗମନାଗମନା ଅସୁବିଧା ହେବାରୁ ଶେଷରେ ଜନସାଧାରଣମାନେ ପ୍ରାୟ ୫୦୦ ମିଟର ପେଲି ପେଲି ନେଇଥିଲେ ।ପ୍ରାୟ ଦୁଇ ଘଂଟା ପରେ ଗମନାଗମନ ସ୍ଵାଭାବିକ ହୋଇଥିଲା ।ଏହାକୁ ଜନସାଧାରଣ ଦୃଢ ନିନ୍ଦା କରିଛନ୍ତି ।ନରସିଂହପୁର ପ୍ରଶାସନ ଏହାର ରକ୍ଷଣାବେକ୍ଷଣ କରୁନଥିବା ନେଇ ଅଭିଯୋଗ କରିଛନ୍ତି ।ବାରମ୍ବାର ଲକ୍ଷ୍ମୀ ବସ୍ ଖରାପ ହେଉଥିବାରୁ ଏହାକୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ( ଧନୁଷ ଏକ୍ସପ୍ରେସ )

ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ ଥିବା ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଉଖମା ଗ୍ରାମବାସୀଙ୍କ ଦାବୀ।

Image
ଢେଙ୍କାନାଳ :କିଛିଦିନ ତଳେ ଘଟିଯାଇଥିବା ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାରେ ବିରୋଧଙ୍କ ଆନ୍ଦୋଳନ, ପରିବାରର ଅଭିଯୋଗ ଇତ୍ୟାଦିକୁ ବିଚାର କରି ସରକାର କ୍ରାଇମ୍ ବାଂଚ୍ ତଦନ୍ତ ପାଇଁ ଦେଇଥିବାରୁ ସାଗତ ଯୋଗ୍ୟ ବୋଲି ଅଉଖମା ଗ୍ରାମବାସୀ ଜଣାଇଛନ୍ତି ।  ଅଧ୍ଯକ୍ଷ, ଅଧ୍ୟାପକ, ଆସିସି ସଦସ୍ୟଙ୍କ ସମର୍ଥନ, ପୋଲିସ୍‌ର ନିରବତା, ସହ‌ପାଠୀଙ୍କର ତାଚ୍ଛଲ୍ୟ ମୃତ୍ୟୁ ପାଇଁ ଦାୟୀ ଏକଥା ନିରାଟ ସତ୍ୟ । ସୌମ୍ୟାଶ୍ରୀଙ୍କ ବକ୍ତବ୍ୟ ଥିଲା ଯେ, ବହୁ ଆଗରୁ ଅତିରିକ୍ତ ଏସ୍.ପି. ନିରଞ୍ଜନ ବେହେରା ଏବଂ ଇନିସେକ୍ଟର ମୁର୍ମୁଙ୍କୁ ଲିଖିତ ଅଭିଯୋଗ ଦେବା ଘଟଣାଟି ମଧ୍ୟ ସତ୍ୟ । ଆଇସିସି କମିଟି ବୈଠକରେ ପ୍ରିନ୍‌ସିପାଲଙ୍କ ରୁମ୍‌ରେ ଉପରୋକ୍ତ ଦୁଇ ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ମଧ୍ୟ ସୌମ୍ୟାଶ୍ରୀଙ୍କୁ ଧମକ ଚମକ ଦେବା ଘଟଣାରେ ପୋଲିସ୍‌ର ନିରବତା ସୌମ୍ୟାଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ ବୋଲି ଅଉଖମା ଗ୍ରାମବାସୀ ସୂଚାଇଛନ୍ତି । ପୋଲିସ୍ ଅଧୁକାରୀଙ୍କୁ ଏହି କାରଣରୁ ଅଦ୍ୟାବଧୂ ଆରେଷ୍ଟ ନକରିବା ସରକାରଙ୍କର ଅପାରଗତା ବୋଲି ଜଣାଇଛନ୍ତି । ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ଗତ ୦୪.୦୬.୨୦୨୫ ରିଖରେ ଢେଙ୍କାନାଳ ମହିଷାପାଟ ବୈଠକ ପୂର୍ବରୁ ମଙ୍ଗଳପୁର ଠାରେ ସ୍ପୋର୍ଟସ୍ କଂପ୍ଲେକ୍ସ ଶୁଭ ଦେବା ସମୟରେ ଅଉଖମା ଗ୍ରାମବାସୀମାନେ ଉପରୋକ୍ତ ଅତିରିକ୍ତ ଏସ୍.ପି. ନିରଞ୍ଜନ ବେହେରାଙ୍କ ଗ୍ରାମରେ ...